Twitter Facebook ମହାନ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଅଗାଢ଼ ଦେଶପ୍ରେମ ଏବଂ ନିରୀହ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ତାଙ୍କ ଜୀବନବ୍ୟାପୀ ସଂଗ୍ରାମ ସମସ୍ତଙ୍କ ପାଇଁ ଚିର ଆଦର୍ଶ ହୋଇ ରହିବ। #LaxmanNayak #BirthAnniversary #usaodisha November 22, 2022 Association News , Photo Gallery
Twitter Facebook ନିମାପଡ଼ା ଛାତ୍ରୀ ରାଗିଂ ଘଟଣା, ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ପୀଡ଼ିତା ଏବଂ ସଂଗଠନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି। ସେହି 4 ଜଣ ଯୁବକଙ୍କୁ କଲେଜ କତୃପକ୍ଷ, ପୋଲିସ ଏବଂ ମନ୍ତ୍ରୀ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। #voiceagainstragging #nimapadacollege #usaodisha #Orissapost November 08, 2022 Association News , Photo Gallery , Video Gallery
Twitter Facebook ଉତ୍କଳୀୟ ପରମ୍ପରାର ଅନନ୍ୟ ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଓଡ଼ିଆ ଜାତିର ଗୌରବ ଗାଥା ବଖାଣୁଥିବା ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତ ଉତ୍କଳବାସୀଙ୍କୁ ଆମ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନର କାମନା କରୁଛୁ। #KartikPurnima #boitabandhana #Utkal #usaodisha #usa November 08, 2022 Association News , Photo Gallery
Twitter Facebook ନିମାପଡ଼ା କଲେଜ ଛାତ୍ରୀ ରାଗିଂ ଘଟଣାରେ ରାଗିଂ ର ଶିକାର ହୋଇଥିବା ପୀଡ଼ିତା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ସହାୟତାରେ ନିମାପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାତ୍ରୀର ବୟାନ ରେକର୍ଡ କରି ମାମଲା ରୁଜୁ କରିଛି... #VoiceAgainstRagging #Nimapadacollege #News18odia #usaodisha November 04, 2022 Association News , Photo Gallery , Video Gallery
Twitter Facebook #raggingfree ର ନାରା କୁଆଡ଼େ ଗଲା ! ଦୋଷ ଲୁଚେଇବାକୁ କଲେଜ ଯେତେ ପ୍ରୟାସ କରିଲେ ମଧ୍ୟ୍ୟ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ କେବେ ଚୁପ ହେବ ନାହିଁ, ଯଥାଶୀଘ୍ର କଲେଜ କତୃପକ୍ଷ ଯଦି କାର୍ଯ୍ୟାନୁଷ୍ଠାନ ନନିଅନ୍ତି ଆଗାମୀ ଦିନରେ ସାରା ଓଡ଼ିଶାରେ ବିକ୍ଷୋଭ ହେବ। #Nimapadacollege #Ragging #usaodisha November 03, 2022 Association News , Photo Gallery
Twitter Facebook କୁଆଡେ ବହି ଯାଉଛି କାଳ, ଗଲାଣି କଟି କେତେଶ' ସାଲ ରହିଛି ଏବେ କଥା, ଜଇଆ ପଛେ ଜୀବନ ଦେଲା, ନୁଆଁଇ ନାହିଁ ମଥା। ସ୍ଵାଧୀନତା ସଂଗ୍ରାମର ପ୍ରଥମ ଶହୀଦ, ଅସାଧାରଣ ଦେଶପ୍ରେମୀ, ନିର୍ଭୀକ ସଂଗ୍ରାମୀ, ଅସୀମ ତ୍ୟାଗୀ ତଥା ପାଇକ ବିଦ୍ରୋହର ଅନ୍ୟତମ ମୁଖ୍ୟ ପୁରୋଧା ଜୟୀ ରାଜଗୁରୁଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି। #usaodisha October 29, 2022 Association News , Photo Gallery
Twitter Facebook ଚଳିତ ବର୍ଷ ସଭାପତି ପଦ ନିମନ୍ତେ ଉପ ନିର୍ବାଚନର ଆବେଦନ ପତ୍ର। #ElectionForPresidentCandidate #usaodisha October 26, 2022 Association News , Photo Gallery
Twitter Facebook ଚଳିତ ବର୍ଷ ସଭାପତି ପଦ ନିମନ୍ତେ ଉପ ନିର୍ବାଚନ ବିଜ୍ଞପ୍ତି । #ElectionForPresidentCandidate #usaodisha October 26, 2022 Association News , Photo Gallery
Twitter Facebook ଅନ୍ଧାର ଉପରେ ଆଲୋକର ବିଜୟ। ଅସତ୍ୟ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ଜୟ... ଆଲୋକ ଓ ଉଲ୍ଲାସର ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #HappyDiwali2022 #ଦୀପାବଳି #Diwali #usaodisha October 24, 2022 Association News , Photo Gallery
Twitter Facebook ଆଜି 21 ଅକ୍ଟୋବର 1947 ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ଗଠିତ ଅଖଣ୍ଡ ଭାରତର ପ୍ରଥମ ସ୍ବାଧୀନ ସରକାର ଯାହାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନେତାଜୀ ଏବଂ ଯାହାକୁ ବିଶ୍ବର 11 ଟି ଦେଶ ସ୍ବୀକୃତି ଦେଇଥିଲେ, ସେହି ଅଭୁଲା ଦିନ ଆମ ଅଖଣ୍ଡ ଭାରତର 80 ତମ ସ୍ବାଧୀନତା ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ଉତ୍କଳ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। #AzadHindFauj #subhashchandrabose #IndependenceDay #usaodisha October 21, 2022 Association News , Photo Gallery
Twitter Facebook ଭାରତର ପୂର୍ବତନ ରାଷ୍ଟ୍ରପତି, କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ସ୍ବର୍ଗତଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି l ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ବିଶ୍ୱର ଉନ୍ନତି ପାଇଁ ଜୀବନବ୍ୟାପୀ ସାଧନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିଥିବ l #APJAbdulKalam October 15, 2022 Association News , Photo Gallery
Twitter Facebook ଲକ୍ଷ୍ମୀ ଲଜ୍ଜେ ମହାବିଦ୍ୟେ ଶ୍ରଦ୍ଧେ ପୃଷ୍ଟିସ୍ବଧେ ଧୃବେ । ମହାରାତ୍ରୀ ମହାମାୟେ ନାରାୟଣୀ ନମୋସ୍ତୁତେ ।। ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲଷ୍ମୀ ପୂଜା ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା' ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ । ଜୟ ମା ଲଷ୍ମୀ । #LaxmiPuja #KumarPurnima #usaodisha October 09, 2022 Association News , Photo Gallery
Twitter Facebook “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,ପୁରୁ ତହିଁ ପଡି ମୋର ମାଂସ ହାଡ଼।” ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ, ସ୍ବାଧିନତା ସଂଗ୍ରାମୀ, କବି ତଥା ଦୈନିକ ଖବରକାଗଜ "ସମାଜ"ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। #GopabandhuJayanti #usaodisha #ଗୋପବନ୍ଧୁଜୟନ୍ତୀ October 09, 2022 Association News , Photo Gallery
Twitter Facebook ଯା' ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ.. ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ। ଜଗତ ଜନନୀ ମା ଦୁର୍ଗା ସମସ୍ତଙ୍କୁ ଶୁଭ ଆଶିଷ ପ୍ରଦାନ କରନ୍ତୁ🙏 #Durgapuja2022 #DurgAshtami #ଶାରଦୀୟଦୁର୍ଗାପୂଜା #usaodisha October 09, 2022 Video Gallery
Twitter Facebook "ପାହିଲାଣି ଘୋର ତାମସା ରଜନୀ ଫୁଟିବ ଉତ୍କଳ ଭାଷା କମଳିନୀ" କେମିତି ରାୟେ କେମିତି ? ଆଧୁନିକ ଓଡ଼ିଆ ସାହିତ୍ୟ ର ସ୍ରଷ୍ଟା ଏବଂ ପ୍ରତି ଓଡ଼ିଆ ମାନଙ୍କ ର ପ୍ରେରଣା ଦାୟକ କବି କବିବର ଶ୍ରୀଯୁକ୍ତ ରାଧାନାଥ ରାୟ ଙ୍କ ର ଜନ୍ମ ଜୟନ୍ତୀ ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। #କବିବରରାଧାନାଥରାୟଜନ୍ମଜୟନ୍ତୀ #usaodisha September 28, 2022 Association News , Photo Gallery
Twitter Facebook ଏ ଭାରତ ଭୁଲିନି କି ଭୁଲି ପାରିବନି-ତୁମ, ଶୌର୍ଯ୍ୟପରାକ୍ରମ-ହେ ମହାବିକ୍ରମ... କାର୍ଗିଲ୍ ଯୁଦ୍ଧ ରେ ନିଜର ଅଦ୍ୟମ ସାହସ ଏବଂ ପରାକ୍ରମ ର ପରିଚୟ ଦେଇଥିବା ଏବଂ ପରମ ବୀରଚକ୍ର ରେ ସମ୍ମାନିତ ହୋଇଥିବ କ୍ୟାପ୍ଟେନ୍ ବିକ୍ରମ ବାତ୍ରା ଜୀ ଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। #KargilHeroe #VikramBatra #usaodisha September 09, 2022 Association News , Photo Gallery
Twitter Facebook ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ତଥା ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଶୁଭ ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧିମୟ ଜୀବନ କାମନା କରୁଛୁ। ରାଧେ...ରାଧେ... #Janmashtami #janmashtami2022 #usaodisha August 18, 2022 Association News , Photo Gallery
Twitter Facebook ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆସନ୍ତୁ ଯେଉଁ ବୀର ପୁରୁଷମାନଙ୍କ ବଳୀଦାନ ଯୋଗୁଁ ଆଜି ଭାରତ ସ୍ୱାଧୀନ ହୋଇଛି ଆଜିର ଏଇ ପୁଣ୍ୟ ତିଥୀରେ ସେହି ବୀର ପୁରୁଷମାନଙ୍କୁ ଭକ୍ତି ପୂର୍ଣ୍ଣ ସମ୍ମାନ ଜଣାଇବା। #HappyIndependenceDay #IndiaAt75 #AazadiKaAmritMahotsav #usaodisha August 15, 2022 Association News , Photo Gallery
Twitter Facebook ପବିତ୍ର ଖୁଦୁରୁକୁଣୀ ଓଷା ଉପଲକ୍ଷେ ସମସ୍ତ ଭଉଣୀମାନଙ୍କୁ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । #KhudurukuniOsha #BhalukuniOsha #OdiaFestival #usaodisha August 14, 2022 Association News , Photo Gallery
Twitter Facebook ଓଡିଶା ପାଇଁ ଆଜି ଗର୍ବର ଦିନ, ଲଣ୍ଡନରେ ଚାଲିଥିବା କମନୱେଲ୍'ଥ ଗେମରେ ଭାରତ ପାଇଁ ରୋପ୍ୟା ପଦକ ଆଣିଲେ ଭଣ୍ଡାରିପୋଖରୀ କୁଲଣା ଗ୍ରାମର ରାଖଲ ସେଠୀ। ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଧନ୍ୟବାଦ ଆମ ଓଡିଶା ମାଟିର ଟେକ ରଖିଥିବାରୁ 💐💐 #RakhalKumarSethy August 13, 2022 Association News , Photo Gallery
Twitter Facebook ଉତ୍କଳ ଛାତ୍ର ସଂଘ ପରିବାର ତରଫରୁ ସମସ୍ତ ଭାଇ,ଭଉଣୀ ମାନଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #happyrakshabandhan #usaodisha August 11, 2022 Association News , Photo Gallery
Twitter Facebook ଆଜି ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ରାଜ୍ୟ କୋର କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ସଂଗଠନର ଅଧକ୍ଷ୍ୟ ସୌମ୍ୟ ରଞ୍ଜନ ସାମଲ, ସଂଗଠନର ଉପଦେଷ୍ଟା ଅପରୂପ ନାରାୟଣ ରାଉତ (ଜୀବନ) ଙ୍କ ଦିଗଦର୍ଶନରେ ସମସ୍ତ ରାଜ୍ୟ ପଦାଧିକାରୀ ମାନେ ସଂଗଠନକୁ ମଝବୁତ କରିବା ସହିତ ଆଗାମୀ କାର୍ଯ୍ୟକାରିଣୀ ବୈଠକ ଓ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ l #Utkal #Students #Association #corecomiteemeeting #Bhubaneswar August 07, 2022 Association News , Photo Gallery
Twitter Facebook ସାରା ଦୁନିଆର ରକ୍ଷକ ଯିଏ ନିଜ ରକ୍ଷା ପାଇଁ ଧାଉଁଛି ସିଏ । ଆହେ ନୀଳ ଶଇଳ ଏ ଜାତିର ଗୌରବ ନହେଉ ବିଲୟ । #savejagannathtemple #radiochoklate #usa #odisha #ଶ୍ରୀମନ୍ଦିରପରିକ୍ରମାପ୍ରକଳ୍ପ #SrimandiraParikramaPrakalpa June 05, 2022 Association News , Photo Gallery , Video Gallery