କୁଆଡେ ବହି ଯାଉଛି କାଳ, ଗଲାଣି କଟି କେତେଶ' ସାଲ ରହିଛି ଏବେ କଥା, ଜଇଆ ପଛେ ଜୀବନ ଦେଲା, ନୁଆଁଇ ନାହିଁ ମଥା। ସ୍ଵାଧୀନତା ସଂଗ୍ରାମର ପ୍ରଥମ ଶହୀଦ, ଅସାଧାରଣ ଦେଶପ୍ରେମୀ, ନିର୍ଭୀକ ସଂଗ୍ରାମୀ, ଅସୀମ ତ୍ୟାଗୀ ତଥା ପାଇକ ବିଦ୍ରୋହର ଅନ୍ୟତମ ମୁଖ୍ୟ ପୁରୋଧା ଜୟୀ ରାଜଗୁରୁଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି। #usaodisha
Jai rajguru birth anniversary
Post a Comment
Please do not enter any spam link in the comment box.