ଉତ୍କଳୀୟ ପରମ୍ପରାର ଅନନ୍ୟ ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଓଡ଼ିଆ ଜାତିର ଗୌରବ ଗାଥା ବଖାଣୁଥିବା ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତ ଉତ୍କଳବାସୀଙ୍କୁ ଆମ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନର କାମନା କରୁଛୁ। #KartikPurnima #boitabandhana #Utkal #usaodisha #usa

Kartik purnima

Post a Comment

Please do not enter any spam link in the comment box.

[facebook][blogger]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget