ଆଜି ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ରାଜ୍ୟ କୋର କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ସଂଗଠନର ଅଧକ୍ଷ୍ୟ ସୌମ୍ୟ ରଞ୍ଜନ ସାମଲ, ସଂଗଠନର ଉପଦେଷ୍ଟା ଅପରୂପ ନାରାୟଣ ରାଉତ (ଜୀବନ) ଙ୍କ ଦିଗଦର୍ଶନରେ ସମସ୍ତ ରାଜ୍ୟ ପଦାଧିକାରୀ ମାନେ ସଂଗଠନକୁ ମଝବୁତ କରିବା ସହିତ ଆଗାମୀ କାର୍ଯ୍ୟକାରିଣୀ ବୈଠକ ଓ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ l #Utkal #Students #Association #corecomiteemeeting #Bhubaneswar

Post a Comment

Please do not enter any spam link in the comment box.

[facebook][blogger]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget