ଭାରତର ପୂର୍ବତନ ରାଷ୍ଟ୍ରପତି, କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ସ୍ବର୍ଗତଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି l ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ବିଶ୍ୱର ଉନ୍ନତି ପାଇଁ ଜୀବନବ୍ୟାପୀ ସାଧନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିଥିବ l #APJAbdulKalam
Abdul kalam birth anniversary
Post a Comment
Please do not enter any spam link in the comment box.