ପବିତ୍ର ସାଧାରଣତନ୍ତ୍ର ଦିବସ ଓ ବସନ୍ତ ପଞ୍ଚମୀ ମା ସରସ୍ବତୀଙ୍କ ପୂଜା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🇮🇳🙏 ବିଦ୍ୟାଦାୟିନୀ ମା' ସରସ୍ବତୀଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହୁ। #HappyRepublicDayIndia #HappyVasantPanchami #SaraswatiPuja #26january #usaodisha
Javascript DisablePlease Enable Javascript To See All Widget
Post a Comment
Please do not enter any spam link in the comment box.