ନିମାପଡ଼ା ଛାତ୍ରୀ ରାଗିଂ ଘଟଣା, ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ପୀଡ଼ିତା ଏବଂ ସଂଗଠନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି। ସେହି 4 ଜଣ ଯୁବକଙ୍କୁ କଲେଜ କତୃପକ୍ଷ, ପୋଲିସ ଏବଂ ମନ୍ତ୍ରୀ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। #voiceagainstragging #nimapadacollege #usaodisha #Orissapost
Nimapada college ragging case in Odisha
Post a Comment
Please do not enter any spam link in the comment box.