ଲକ୍ଷ୍ମୀ ଲଜ୍ଜେ ମହାବିଦ୍ୟେ ଶ୍ରଦ୍ଧେ ପୃଷ୍ଟିସ୍ବଧେ ଧୃବେ । ମହାରାତ୍ରୀ ମହାମାୟେ ନାରାୟଣୀ ନମୋସ୍ତୁତେ ।। ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲଷ୍ମୀ ପୂଜା ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା' ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ । ଜୟ ମା ଲଷ୍ମୀ । #LaxmiPuja #KumarPurnima #usaodisha
Javascript DisablePlease Enable Javascript To See All Widget
Post a Comment
Please do not enter any spam link in the comment box.