“ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,ପୁରୁ ତହିଁ ପଡି ମୋର ମାଂସ ହାଡ଼।” ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ, ସ୍ବାଧିନତା ସଂଗ୍ରାମୀ, କବି ତଥା ଦୈନିକ ଖବରକାଗଜ "ସମାଜ"ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। #GopabandhuJayanti #usaodisha #ଗୋପବନ୍ଧୁଜୟନ୍ତୀ

Gopabandhu das Jayanti

Post a Comment

Please do not enter any spam link in the comment box.

[facebook][blogger]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget