"ପାହିଲାଣି ଘୋର ତାମସା ରଜନୀ ଫୁଟିବ ଉତ୍କଳ ଭାଷା କମଳିନୀ" କେମିତି ରାୟେ କେମିତି ? ଆଧୁନିକ ଓଡ଼ିଆ ସାହିତ୍ୟ ର ସ୍ରଷ୍ଟା ଏବଂ ପ୍ରତି ଓଡ଼ିଆ ମାନଙ୍କ ର ପ୍ରେରଣା ଦାୟକ କବି କବିବର ଶ୍ରୀଯୁକ୍ତ ରାଧାନାଥ ରାୟ ଙ୍କ ର ଜନ୍ମ ଜୟନ୍ତୀ ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। #କବିବରରାଧାନାଥରାୟଜନ୍ମଜୟନ୍ତୀ #usaodisha
ଆଧୁନିକ ଓଡ଼ିଆ ସାହିତ୍ୟ ର ସ୍ରଷ୍ଟା ଏବଂ ପ୍ରତି ଓଡ଼ିଆ ମାନଙ୍କ ର ପ୍ରେରଣା ଦାୟକ କବି କବିବର ଶ୍ରୀଯୁକ୍ତ ରାଧାନାଥ ରାୟ ଙ୍କ ର ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।
Post a Comment
Please do not enter any spam link in the comment box.