Twitter Facebook ଯା' ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ !! ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତ ଉତ୍କଳ ବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭ କାମନା। ଜଗତ ଜନନୀ ମା ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉଲ୍ଲାସରେ ଭରିଯାଉ। #HappyDurgaPuja #usa #Odisha #utkal October 23, 2023 Association News , Photo Gallery , Video Gallery
Twitter Facebook ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଚାଷୀକୁଳକୁ ଅଭିନନ୍ଦନ ଜଣାଉଛୁ ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଆସନ୍ତା କୃଷିବର୍ଷ ଆମ ଚାଷୀଭାଇଙ୍କ ପାଇଁ ମଙ୍ଗଳମୟ ହେଉ। #AkshayaTritiya #utkal #usa April 23, 2023 Association News , Photo Gallery
Twitter Facebook ପବିତ୍ର ସାଧାରଣତନ୍ତ୍ର ଦିବସ ଓ ବସନ୍ତ ପଞ୍ଚମୀ ମା ସରସ୍ବତୀଙ୍କ ପୂଜା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🇮🇳🙏 ବିଦ୍ୟାଦାୟିନୀ ମା' ସରସ୍ବତୀଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହୁ। #HappyRepublicDayIndia #HappyVasantPanchami #SaraswatiPuja #26january #usaodisha January 26, 2023 Association News , Photo Gallery
Twitter Facebook ରାଷ୍ଟ୍ରୀୟ ଯୁବା ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ନିକଟସ୍ଥ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଆଲୋଚନା ଚକ୍ର... January 12, 2023 Association News , Photo Gallery
Twitter Facebook #ଉତ୍କଳ_ଛାତ୍ର_ଉତ୍କଳ_ଶକ୍ତି ଚଳିତ କାର୍ଯ୍ୟାବର୍ଷ 2022-23 ନିମନ୍ତେ ଯାଜପୁର ଜିଲ୍ଲାର ନୂତନ ସଭାପତି ସୋମ୍ୟ ରଞ୍ଜନ ଖଣ୍ଡାଇ ଏବଂ କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ନାୟକ ଙ୍କୁ ଅନେକ ଅନେକ ଅଭିନନ୍ଦନ 💐। #usaodisha #postdeclaration #Jajpur #President #WorkingPresident January 01, 2023 Association News , Photo Gallery
Twitter Facebook ଇଂରାଜୀ ନବବର୍ଷର ଉପଲକ୍ଷେ ଉତ୍କଳ ଛାତ୍ର ସଂଘ ପରିବାର ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ, ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ଆପଣ ସମସ୍ତଙ୍କ ପାଇଁ ଏହି ନୂତନବର୍ଷ ଟି ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ। #happynewyear2023 #usaodisha #Odisha January 01, 2023 Association News , Photo Gallery
Twitter Facebook ମହାନ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଅଗାଢ଼ ଦେଶପ୍ରେମ ଏବଂ ନିରୀହ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ତାଙ୍କ ଜୀବନବ୍ୟାପୀ ସଂଗ୍ରାମ ସମସ୍ତଙ୍କ ପାଇଁ ଚିର ଆଦର୍ଶ ହୋଇ ରହିବ। #LaxmanNayak #BirthAnniversary #usaodisha November 22, 2022 Association News , Photo Gallery
Twitter Facebook ନିମାପଡ଼ା ଛାତ୍ରୀ ରାଗିଂ ଘଟଣା, ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ପୀଡ଼ିତା ଏବଂ ସଂଗଠନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି। ସେହି 4 ଜଣ ଯୁବକଙ୍କୁ କଲେଜ କତୃପକ୍ଷ, ପୋଲିସ ଏବଂ ମନ୍ତ୍ରୀ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। #voiceagainstragging #nimapadacollege #usaodisha #Orissapost November 08, 2022 Association News , Photo Gallery , Video Gallery
Twitter Facebook ଉତ୍କଳୀୟ ପରମ୍ପରାର ଅନନ୍ୟ ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଓଡ଼ିଆ ଜାତିର ଗୌରବ ଗାଥା ବଖାଣୁଥିବା ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତ ଉତ୍କଳବାସୀଙ୍କୁ ଆମ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନର କାମନା କରୁଛୁ। #KartikPurnima #boitabandhana #Utkal #usaodisha #usa November 08, 2022 Association News , Photo Gallery
Twitter Facebook ନିମାପଡ଼ା କଲେଜ ଛାତ୍ରୀ ରାଗିଂ ଘଟଣାରେ ରାଗିଂ ର ଶିକାର ହୋଇଥିବା ପୀଡ଼ିତା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ସହାୟତାରେ ନିମାପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାତ୍ରୀର ବୟାନ ରେକର୍ଡ କରି ମାମଲା ରୁଜୁ କରିଛି... #VoiceAgainstRagging #Nimapadacollege #News18odia #usaodisha November 04, 2022 Association News , Photo Gallery , Video Gallery
Twitter Facebook #raggingfree ର ନାରା କୁଆଡ଼େ ଗଲା ! ଦୋଷ ଲୁଚେଇବାକୁ କଲେଜ ଯେତେ ପ୍ରୟାସ କରିଲେ ମଧ୍ୟ୍ୟ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ କେବେ ଚୁପ ହେବ ନାହିଁ, ଯଥାଶୀଘ୍ର କଲେଜ କତୃପକ୍ଷ ଯଦି କାର୍ଯ୍ୟାନୁଷ୍ଠାନ ନନିଅନ୍ତି ଆଗାମୀ ଦିନରେ ସାରା ଓଡ଼ିଶାରେ ବିକ୍ଷୋଭ ହେବ। #Nimapadacollege #Ragging #usaodisha November 03, 2022 Association News , Photo Gallery
Twitter Facebook କୁଆଡେ ବହି ଯାଉଛି କାଳ, ଗଲାଣି କଟି କେତେଶ' ସାଲ ରହିଛି ଏବେ କଥା, ଜଇଆ ପଛେ ଜୀବନ ଦେଲା, ନୁଆଁଇ ନାହିଁ ମଥା। ସ୍ଵାଧୀନତା ସଂଗ୍ରାମର ପ୍ରଥମ ଶହୀଦ, ଅସାଧାରଣ ଦେଶପ୍ରେମୀ, ନିର୍ଭୀକ ସଂଗ୍ରାମୀ, ଅସୀମ ତ୍ୟାଗୀ ତଥା ପାଇକ ବିଦ୍ରୋହର ଅନ୍ୟତମ ମୁଖ୍ୟ ପୁରୋଧା ଜୟୀ ରାଜଗୁରୁଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି। #usaodisha October 29, 2022 Association News , Photo Gallery
Twitter Facebook ଚଳିତ ବର୍ଷ ସଭାପତି ପଦ ନିମନ୍ତେ ଉପ ନିର୍ବାଚନର ଆବେଦନ ପତ୍ର। #ElectionForPresidentCandidate #usaodisha October 26, 2022 Association News , Photo Gallery
Twitter Facebook ଚଳିତ ବର୍ଷ ସଭାପତି ପଦ ନିମନ୍ତେ ଉପ ନିର୍ବାଚନ ବିଜ୍ଞପ୍ତି । #ElectionForPresidentCandidate #usaodisha October 26, 2022 Association News , Photo Gallery
Twitter Facebook ଅନ୍ଧାର ଉପରେ ଆଲୋକର ବିଜୟ। ଅସତ୍ୟ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ଜୟ... ଆଲୋକ ଓ ଉଲ୍ଲାସର ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #HappyDiwali2022 #ଦୀପାବଳି #Diwali #usaodisha October 24, 2022 Association News , Photo Gallery
Twitter Facebook ଆଜି 21 ଅକ୍ଟୋବର 1947 ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ଗଠିତ ଅଖଣ୍ଡ ଭାରତର ପ୍ରଥମ ସ୍ବାଧୀନ ସରକାର ଯାହାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନେତାଜୀ ଏବଂ ଯାହାକୁ ବିଶ୍ବର 11 ଟି ଦେଶ ସ୍ବୀକୃତି ଦେଇଥିଲେ, ସେହି ଅଭୁଲା ଦିନ ଆମ ଅଖଣ୍ଡ ଭାରତର 80 ତମ ସ୍ବାଧୀନତା ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ଉତ୍କଳ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। #AzadHindFauj #subhashchandrabose #IndependenceDay #usaodisha October 21, 2022 Association News , Photo Gallery
Twitter Facebook ଭାରତର ପୂର୍ବତନ ରାଷ୍ଟ୍ରପତି, କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ସ୍ବର୍ଗତଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି l ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ବିଶ୍ୱର ଉନ୍ନତି ପାଇଁ ଜୀବନବ୍ୟାପୀ ସାଧନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିଥିବ l #APJAbdulKalam October 15, 2022 Association News , Photo Gallery
Twitter Facebook ଲକ୍ଷ୍ମୀ ଲଜ୍ଜେ ମହାବିଦ୍ୟେ ଶ୍ରଦ୍ଧେ ପୃଷ୍ଟିସ୍ବଧେ ଧୃବେ । ମହାରାତ୍ରୀ ମହାମାୟେ ନାରାୟଣୀ ନମୋସ୍ତୁତେ ।। ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲଷ୍ମୀ ପୂଜା ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା' ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ । ଜୟ ମା ଲଷ୍ମୀ । #LaxmiPuja #KumarPurnima #usaodisha October 09, 2022 Association News , Photo Gallery
Twitter Facebook “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,ପୁରୁ ତହିଁ ପଡି ମୋର ମାଂସ ହାଡ଼।” ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ, ସ୍ବାଧିନତା ସଂଗ୍ରାମୀ, କବି ତଥା ଦୈନିକ ଖବରକାଗଜ "ସମାଜ"ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। #GopabandhuJayanti #usaodisha #ଗୋପବନ୍ଧୁଜୟନ୍ତୀ October 09, 2022 Association News , Photo Gallery
Twitter Facebook ଯା' ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ.. ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ। ଜଗତ ଜନନୀ ମା ଦୁର୍ଗା ସମସ୍ତଙ୍କୁ ଶୁଭ ଆଶିଷ ପ୍ରଦାନ କରନ୍ତୁ🙏 #Durgapuja2022 #DurgAshtami #ଶାରଦୀୟଦୁର୍ଗାପୂଜା #usaodisha October 09, 2022 Video Gallery