Twitter Facebook କୁଆଡେ ବହି ଯାଉଛି କାଳ, ଗଲାଣି କଟି କେତେଶ' ସାଲ ରହିଛି ଏବେ କଥା, ଜଇଆ ପଛେ ଜୀବନ ଦେଲା, ନୁଆଁଇ ନାହିଁ ମଥା। ସ୍ଵାଧୀନତା ସଂଗ୍ରାମର ପ୍ରଥମ ଶହୀଦ, ଅସାଧାରଣ ଦେଶପ୍ରେମୀ, ନିର୍ଭୀକ ସଂଗ୍ରାମୀ, ଅସୀମ ତ୍ୟାଗୀ ତଥା ପାଇକ ବିଦ୍ରୋହର ଅନ୍ୟତମ ମୁଖ୍ୟ ପୁରୋଧା ଜୟୀ ରାଜଗୁରୁଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି। #usaodisha October 29, 2022 Association News , Photo Gallery
Twitter Facebook ଚଳିତ ବର୍ଷ ସଭାପତି ପଦ ନିମନ୍ତେ ଉପ ନିର୍ବାଚନର ଆବେଦନ ପତ୍ର। #ElectionForPresidentCandidate #usaodisha October 26, 2022 Association News , Photo Gallery
Twitter Facebook ଚଳିତ ବର୍ଷ ସଭାପତି ପଦ ନିମନ୍ତେ ଉପ ନିର୍ବାଚନ ବିଜ୍ଞପ୍ତି । #ElectionForPresidentCandidate #usaodisha October 26, 2022 Association News , Photo Gallery
Twitter Facebook ଅନ୍ଧାର ଉପରେ ଆଲୋକର ବିଜୟ। ଅସତ୍ୟ ଉପରେ ସତ୍ୟର ବିଜୟ। ଅଧର୍ମ ଉପରେ ଧର୍ମର ଜୟ... ଆଲୋକ ଓ ଉଲ୍ଲାସର ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #HappyDiwali2022 #ଦୀପାବଳି #Diwali #usaodisha October 24, 2022 Association News , Photo Gallery
Twitter Facebook ଆଜି 21 ଅକ୍ଟୋବର 1947 ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ଗଠିତ ଅଖଣ୍ଡ ଭାରତର ପ୍ରଥମ ସ୍ବାଧୀନ ସରକାର ଯାହାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନେତାଜୀ ଏବଂ ଯାହାକୁ ବିଶ୍ବର 11 ଟି ଦେଶ ସ୍ବୀକୃତି ଦେଇଥିଲେ, ସେହି ଅଭୁଲା ଦିନ ଆମ ଅଖଣ୍ଡ ଭାରତର 80 ତମ ସ୍ବାଧୀନତା ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ଉତ୍କଳ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। #AzadHindFauj #subhashchandrabose #IndependenceDay #usaodisha October 21, 2022 Association News , Photo Gallery
Twitter Facebook ଭାରତର ପୂର୍ବତନ ରାଷ୍ଟ୍ରପତି, କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ସ୍ବର୍ଗତଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି l ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ବିଶ୍ୱର ଉନ୍ନତି ପାଇଁ ଜୀବନବ୍ୟାପୀ ସାଧନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିଥିବ l #APJAbdulKalam October 15, 2022 Association News , Photo Gallery
Twitter Facebook ଲକ୍ଷ୍ମୀ ଲଜ୍ଜେ ମହାବିଦ୍ୟେ ଶ୍ରଦ୍ଧେ ପୃଷ୍ଟିସ୍ବଧେ ଧୃବେ । ମହାରାତ୍ରୀ ମହାମାୟେ ନାରାୟଣୀ ନମୋସ୍ତୁତେ ।। ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲଷ୍ମୀ ପୂଜା ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା' ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ । ଜୟ ମା ଲଷ୍ମୀ । #LaxmiPuja #KumarPurnima #usaodisha October 09, 2022 Association News , Photo Gallery
Twitter Facebook “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,ପୁରୁ ତହିଁ ପଡି ମୋର ମାଂସ ହାଡ଼।” ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ, ସ୍ବାଧିନତା ସଂଗ୍ରାମୀ, କବି ତଥା ଦୈନିକ ଖବରକାଗଜ "ସମାଜ"ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। #GopabandhuJayanti #usaodisha #ଗୋପବନ୍ଧୁଜୟନ୍ତୀ October 09, 2022 Association News , Photo Gallery
Twitter Facebook ଯା' ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ.. ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ। ଜଗତ ଜନନୀ ମା ଦୁର୍ଗା ସମସ୍ତଙ୍କୁ ଶୁଭ ଆଶିଷ ପ୍ରଦାନ କରନ୍ତୁ🙏 #Durgapuja2022 #DurgAshtami #ଶାରଦୀୟଦୁର୍ଗାପୂଜା #usaodisha October 09, 2022 Video Gallery