Latest Post


 ଭାରତ ସ୍ଵାଧୀନତା ସଂଗ୍ରାମର ମହାନ ଯୋଦ୍ଧା କୋଟି କୋଟି ଯୁବକଙ୍କ ପ୍ରେରଣାର ଉତ୍ସ ବିପ୍ଲବୀ ଶହୀଦ ଭଗତ ସିଂ, ସୁକଦେବ ଏବଂ ରାଜଗୁରୁଙ୍କର ଆଜି ପୁର୍ଣ୍ୟତିଥିରେ ସେହି ମହାନ ରାଷ୍ଟ୍ରସନ୍ତାନ ମାନଙ୍କୁ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ କୋଟି କୋଟି ପ୍ରଣାମ🙏🙏

#BalidanDivas

#23March

#BhagatSingh

#Rajguru

#Sukhdev


 "ଆସନ୍ତୁ ପଖାଳ ମୁଠେ ଖାଇ ଏହି ଦିବସ ପାଳିବା 

ଓଡ଼ିଆ ବୋଲି ନିଜକୁ ଗର୍ବିତ ଅନୁଭବ କରିବା"


#UtkalStudentsAssociation ପରିବାର ତରଫରୁ ସାରା ଓଡ଼ିଶା ବାସୀଙ୍କୁ ଶୁଭ "ପଖାଳ ଦିବସ"...!

#HappyPakhalaDibasa

 

ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ସମସ୍ତଙ୍କୁ ମହାଶିବରାତ୍ରିର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା | ଭୋଳା ବାବାଙ୍କ ଅପାର କରୁଣା ସଭିଙ୍କ ଉପରେ ରହୁ | ସମସ୍ତଙ୍କ ଜୀବନ ମଙ୍ଗଳମୟ ଓ ସୁଖଶାନ୍ତିପୂର୍ଣ୍ଣ ହେଉ ଏତିକି ହିଁ ଦେବ ଦେବ ମହାଦେବଙ୍କ ନିକଟରେ ପ୍ରାଥନା |


🙏ଓଁ ନମଃ ଶିବାୟ 🙏

#ମହାଶିବରାତ୍ରି 

#ହରହରମହାଦେବ


 ନାରୀ ଈଶ୍ୱରଙ୍କ ଶ୍ରେଷ୍ଠ ରଚନା...

ନାରୀ ନଥିଲେ ସୃଷ୍ଟି ନଥାନ୍ତା...

ସେ କନ୍ୟା, ସେ ଭଗିନୀ, ସେ ଜାୟା, ସେ ଜନନୀ, ସେ ନାରୀ, ସେ ନାରାୟଣୀ....

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ନାରୀ ମାନଙ୍କୁ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା💐💐

#internationalwomensday

#usaodisha

ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ଉପଲକ୍ଷେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।



Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget