ଭାରତ ସ୍ଵାଧୀନତା ସଂଗ୍ରାମର ମହାନ ଯୋଦ୍ଧା କୋଟି କୋଟି ଯୁବକଙ୍କ ପ୍ରେରଣାର ଉତ୍ସ ବିପ୍ଲବୀ ଶହୀଦ ଭଗତ ସିଂ, ସୁକଦେବ ଏବଂ ରାଜଗୁରୁଙ୍କର ଆଜି ପୁର୍ଣ୍ୟତିଥିରେ ସେହି ମହାନ ରାଷ୍ଟ୍ରସନ୍ତାନ ମାନଙ୍କୁ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ କୋଟି କୋଟି ପ୍ରଣାମ🙏🙏
#BalidanDivas
#23March
#BhagatSingh
#Rajguru
#Sukhdev

Post a Comment
Please do not enter any spam link in the comment box.