ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ସମସ୍ତଙ୍କୁ ମହାଶିବରାତ୍ରିର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା | ଭୋଳା ବାବାଙ୍କ ଅପାର କରୁଣା ସଭିଙ୍କ ଉପରେ ରହୁ | ସମସ୍ତଙ୍କ ଜୀବନ ମଙ୍ଗଳମୟ ଓ ସୁଖଶାନ୍ତିପୂର୍ଣ୍ଣ ହେଉ ଏତିକି ହିଁ ଦେବ ଦେବ ମହାଦେବଙ୍କ ନିକଟରେ ପ୍ରାଥନା |
🙏ଓଁ ନମଃ ଶିବାୟ 🙏
#ମହାଶିବରାତ୍ରି
#ହରହରମହାଦେବ
Post a Comment
Please do not enter any spam link in the comment box.