ନାରୀ ଈଶ୍ୱରଙ୍କ ଶ୍ରେଷ୍ଠ ରଚନା...
ନାରୀ ନଥିଲେ ସୃଷ୍ଟି ନଥାନ୍ତା...
ସେ କନ୍ୟା, ସେ ଭଗିନୀ, ସେ ଜାୟା, ସେ ଜନନୀ, ସେ ନାରୀ, ସେ ନାରାୟଣୀ....
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ନାରୀ ମାନଙ୍କୁ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା💐💐
#internationalwomensday
#usaodisha

Post a Comment
Please do not enter any spam link in the comment box.