Twitter Facebook “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,ପୁରୁ ତହିଁ ପଡି ମୋର ମାଂସ ହାଡ଼।” ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ, ସ୍ବାଧିନତା ସଂଗ୍ରାମୀ, କବି ତଥା ଦୈନିକ ଖବରକାଗଜ "ସମାଜ"ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। #GopabandhuJayanti #usaodisha #ଗୋପବନ୍ଧୁଜୟନ୍ତୀ October 09, 2022 Association News , Photo Gallery
Twitter Facebook ଯା' ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ.. ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ। ଜଗତ ଜନନୀ ମା ଦୁର୍ଗା ସମସ୍ତଙ୍କୁ ଶୁଭ ଆଶିଷ ପ୍ରଦାନ କରନ୍ତୁ🙏 #Durgapuja2022 #DurgAshtami #ଶାରଦୀୟଦୁର୍ଗାପୂଜା #usaodisha October 09, 2022 Video Gallery
Twitter Facebook "ପାହିଲାଣି ଘୋର ତାମସା ରଜନୀ ଫୁଟିବ ଉତ୍କଳ ଭାଷା କମଳିନୀ" କେମିତି ରାୟେ କେମିତି ? ଆଧୁନିକ ଓଡ଼ିଆ ସାହିତ୍ୟ ର ସ୍ରଷ୍ଟା ଏବଂ ପ୍ରତି ଓଡ଼ିଆ ମାନଙ୍କ ର ପ୍ରେରଣା ଦାୟକ କବି କବିବର ଶ୍ରୀଯୁକ୍ତ ରାଧାନାଥ ରାୟ ଙ୍କ ର ଜନ୍ମ ଜୟନ୍ତୀ ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। #କବିବରରାଧାନାଥରାୟଜନ୍ମଜୟନ୍ତୀ #usaodisha September 28, 2022 Association News , Photo Gallery
Twitter Facebook ଏ ଭାରତ ଭୁଲିନି କି ଭୁଲି ପାରିବନି-ତୁମ, ଶୌର୍ଯ୍ୟପରାକ୍ରମ-ହେ ମହାବିକ୍ରମ... କାର୍ଗିଲ୍ ଯୁଦ୍ଧ ରେ ନିଜର ଅଦ୍ୟମ ସାହସ ଏବଂ ପରାକ୍ରମ ର ପରିଚୟ ଦେଇଥିବା ଏବଂ ପରମ ବୀରଚକ୍ର ରେ ସମ୍ମାନିତ ହୋଇଥିବ କ୍ୟାପ୍ଟେନ୍ ବିକ୍ରମ ବାତ୍ରା ଜୀ ଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। #KargilHeroe #VikramBatra #usaodisha September 09, 2022 Association News , Photo Gallery
Twitter Facebook ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ତଥା ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଶୁଭ ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧିମୟ ଜୀବନ କାମନା କରୁଛୁ। ରାଧେ...ରାଧେ... #Janmashtami #janmashtami2022 #usaodisha August 18, 2022 Association News , Photo Gallery
Twitter Facebook ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆସନ୍ତୁ ଯେଉଁ ବୀର ପୁରୁଷମାନଙ୍କ ବଳୀଦାନ ଯୋଗୁଁ ଆଜି ଭାରତ ସ୍ୱାଧୀନ ହୋଇଛି ଆଜିର ଏଇ ପୁଣ୍ୟ ତିଥୀରେ ସେହି ବୀର ପୁରୁଷମାନଙ୍କୁ ଭକ୍ତି ପୂର୍ଣ୍ଣ ସମ୍ମାନ ଜଣାଇବା। #HappyIndependenceDay #IndiaAt75 #AazadiKaAmritMahotsav #usaodisha August 15, 2022 Association News , Photo Gallery