Twitter Facebook ମହାନ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଅଗାଢ଼ ଦେଶପ୍ରେମ ଏବଂ ନିରୀହ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ତାଙ୍କ ଜୀବନବ୍ୟାପୀ ସଂଗ୍ରାମ ସମସ୍ତଙ୍କ ପାଇଁ ଚିର ଆଦର୍ଶ ହୋଇ ରହିବ। #LaxmanNayak #BirthAnniversary #usaodisha November 22, 2022 Association News , Photo Gallery
Twitter Facebook ନିମାପଡ଼ା ଛାତ୍ରୀ ରାଗିଂ ଘଟଣା, ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ପୀଡ଼ିତା ଏବଂ ସଂଗଠନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି। ସେହି 4 ଜଣ ଯୁବକଙ୍କୁ କଲେଜ କତୃପକ୍ଷ, ପୋଲିସ ଏବଂ ମନ୍ତ୍ରୀ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। #voiceagainstragging #nimapadacollege #usaodisha #Orissapost November 08, 2022 Association News , Photo Gallery , Video Gallery
Twitter Facebook ଉତ୍କଳୀୟ ପରମ୍ପରାର ଅନନ୍ୟ ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଓଡ଼ିଆ ଜାତିର ଗୌରବ ଗାଥା ବଖାଣୁଥିବା ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତ ଉତ୍କଳବାସୀଙ୍କୁ ଆମ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନର କାମନା କରୁଛୁ। #KartikPurnima #boitabandhana #Utkal #usaodisha #usa November 08, 2022 Association News , Photo Gallery
Twitter Facebook ନିମାପଡ଼ା କଲେଜ ଛାତ୍ରୀ ରାଗିଂ ଘଟଣାରେ ରାଗିଂ ର ଶିକାର ହୋଇଥିବା ପୀଡ଼ିତା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ସହାୟତାରେ ନିମାପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାତ୍ରୀର ବୟାନ ରେକର୍ଡ କରି ମାମଲା ରୁଜୁ କରିଛି... #VoiceAgainstRagging #Nimapadacollege #News18odia #usaodisha November 04, 2022 Association News , Photo Gallery , Video Gallery
Twitter Facebook #raggingfree ର ନାରା କୁଆଡ଼େ ଗଲା ! ଦୋଷ ଲୁଚେଇବାକୁ କଲେଜ ଯେତେ ପ୍ରୟାସ କରିଲେ ମଧ୍ୟ୍ୟ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ କେବେ ଚୁପ ହେବ ନାହିଁ, ଯଥାଶୀଘ୍ର କଲେଜ କତୃପକ୍ଷ ଯଦି କାର୍ଯ୍ୟାନୁଷ୍ଠାନ ନନିଅନ୍ତି ଆଗାମୀ ଦିନରେ ସାରା ଓଡ଼ିଶାରେ ବିକ୍ଷୋଭ ହେବ। #Nimapadacollege #Ragging #usaodisha November 03, 2022 Association News , Photo Gallery