ଉତ୍କଳ ଛାତ୍ର ସଂଘ,ଓଡ଼ିଶା ତରଫ ରୁ REAL FIGHTER-2020 ସମ୍ମାନ ସମାରୋହ ଢେଙ୍କାନାଳ ଭୁବନ ବଜିରାଉତ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି ।

ସଂଘ ସଭାପତି  କ୍ଷମା ସାରଥୀ ଦାସ,ମହାସଚିବ ସତ୍ୟ ପ୍ରସାଦ ମିଶ୍ର, କାର୍ଯକାରୀ ସଭାପତି ଏସ.କେ ରୋହନ, ଭୁବନ ବ୍ଲକ ଚେୟାରମେନ ଧର୍ମାନନ୍ଦ ବରାଳ,ଭୁବନ ସାମ୍ବାଦିକ ସଂଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ,ଓଡ଼ିଶା ହାଇ କୋର୍ଟ ର ଓକିଲ ସମାଜ ସେବୀ କ୍ଷୀରୋଦ କୁମାର ମିଶ୍ର ଏବଂ ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ଗରିମା ମୟ ଉପସ୍ଥିତି ରେ ଅଞ୍ଚଳ ର ସେବା ରେ କାର୍ଯ୍ୟରତ ସାମ୍ବାଦିକ ଏବଂ ପୋଲିସ ବନ୍ଧୁ ମାନଙ୍କୁ 

ଏହି ସମ୍ମାନ ରେ ସମ୍ମାନିତ କରାଯିବା ସହିତ ତୃପ୍ତି ପାଠାଗାର ସହଯୋଗରେ କମ୍ବଳ ବିତରଣ କାର୍ଯକ୍ରମ ମଧ୍ୟ ହୋଇଯାଇଛି ।

ଢେଙ୍କାନାଳ ଜିଲ୍ଲା ଉତ୍କଳ ଛାତ୍ର ସଂଘ ର  ସମସ୍ତ କାର୍ଯ୍ୟ କର୍ତ୍ତା ମାନଙ୍କର ସହଯୋଗ ରେ କାର୍ଯ୍ୟ ଟି ସୁଚାର ରୂପେ ସମାପନ ହୋଇଯାଇଛି ।

ମନୋଜ କୁମାର ସାହୁ, ରାଜ କିଶୋର ସାହୁ,ଚିନ୍ମୟ ପୃଷ୍ଟି

ଙ୍କୁ ବିଶେଷ ଧନ୍ୟବାଦ୍ କାର୍ଯ୍ୟ କୁ ସୁଚରୁପେ କରିଥିବାରୁ ।

🙏🙏🙏💐💐

Post a Comment

Please do not enter any spam link in the comment box.

[facebook][blogger]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget