ମୟୁରଭଞ୍ଜ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ରିଅଲ ଫାଇଟର - 2020 ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ....

ମୟୁରଭଞ୍ଜ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ରିଅଲ ଫାଇଟର - 2020 ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ.... mayurbhanj program coverage by sambad news paper
















 ବିଶ୍ୱ ମହାମାରୀ କରୋନା ସମୟରେ ଅସହାୟର ବନ୍ଧୁ ଭାବରେ ନିଜକୁ ପ୍ରତିପାଦିତ କରାଇ ଅଭୁତପୂର୍ବ ସାହାସିକତାର ପରିଚୟ ପ୍ରଦାନ କରି ସମାଜ ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ସେମାନଙ୍କୁ ବାସ୍ତବ ଯୋଦ୍ଧାର ପରିଚୟ ଦେଇଛି। ସେହିପରି ନିସ୍ଵାର୍ଥପର ସେବା ଓ ସମାଜ ପ୍ରତି ଥିବା କର୍ତ୍ତବ୍ୟ ରଖିଥିବା ମୟୁରଭଞ୍ଜ ଜିଲ୍ଲାର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ମାନ ଜଣାଇ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ, ଓଡ଼ିଶା ତରଫରୁ ରିଅଲ ଫାଇଟର-2020 ରେ ସମ୍ମାନିତ କରି ନିଜକୁ ଗୌରବାନ୍ୱିତ ମନେ କରୁଛି।

ଏହି କାର୍ଯ୍ୟକ୍ରମ ରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ଅଧକ୍ଷ୍ୟ ସୌମ୍ୟ ରଞ୍ଜନ ସାମଲ, ରାଜ୍ୟ ସଭାପତି କ୍ଷମା ସାରଥୀ ଦାଶ, ଉପଦେଷ୍ଟା ସନ୍ଦୀପ ରଞ୍ଜନ ମଲ୍ଲିକ, ନୃସିଂହ ସ୍ୱାଇଁ ଏବଂ ମୟୁରଭଞ୍ଜ ଜିଲ୍ଲା ସଚିବ ଚିନ୍ମୟ ପଲାଇ ଉପସ୍ଥିତ ରହି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Post a Comment

Please do not enter any spam link in the comment box.

[facebook][blogger]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget