2019







ଜଣା ନାହିଁ କିଏ ସେ ଆମକୁ ମହମବତୀ ଧରିବା ଶିଖେଇଲା ତା ନହୋଇଥିଲେ ନାରୀ ସମ୍ମାନ ପାଇଁ ତ ଲଙ୍କା ଦହନ ଆଉ ମହାଭାରତ କରିବାର ସଂସ୍କୃତି ଥିଲା ଆମର....
ଗତ କିଛି ଦିନ ତଳେ ହାଇଦ୍ରାବାଦ ରେ ଆମର ଜଣେ ଭଉଣୀ କୁ 4 ଜଣ ଅମଣିଷ ବଳାତ୍କାର କରି ହତ୍ୟା କରିଥିଲେ ତାହାକୁ ବିରୋଧ କରି ଆମ ଉତ୍କଳ ସ୍ଟୁଡେଣ୍ଟସ ଆସୋସିଏସନ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ କରିବା ସହିତ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଙ୍କୁ ଦାବି ଜଣାଇଥିଲୁ ତାହା ସହିତ ଆମେ କେନ୍ଦ୍ର ସରକାର ଙ୍କୁ 4 ଟା ଫାଶୀ ଦଉଡ଼ି ଦେଇଥିଲୁ ଯଦି ତୁମ ପାଖରେ ଫାଶୀ ଦେବା ପାଇଁ ଦଉଡ଼ି ନାହିଁ ତାହେଲେ ଆମେ ଦଉଛୁ ହେଲେ ସେ ଅମଣିଷ ମାନଙ୍କୁ ଲୋକଙ୍କ ସାମ୍ନାରେ ଏନକାଉଣ୍ଟର କରାଯାଉ ନହେଲେ ରାସ୍ତା କଢ଼ରେ ଫାଶୀ ଦିଆ ଯାଉ ଯେମିତି ସେମାନେ ଆଉ କାହାକୁ ଅନେଇବାକୁ ସାହାସ କରିବେନି....
କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନହେଲେ ସେ ଅମଣିଷ ମାନଙ୍କୁ ଆମ ପାଖରେ ଛାଡ଼ି ଦିଅନ୍ତୁ ଆମେ ତାଙ୍କୁ ଉଚିତ ଶିକ୍ଷା ଦେବୁ ଯେମିତି କୌଣସି ଅମଣିଷ କୌଣସି ଝିଅ କୁ ଅନେଇବା ପୂର୍ବରୁ ଶହେ ଥର ଭାବିବ....
ସମ୍ବିଧାନ ବଦଳିବା ଦରକାର....
ମୋ ଭଉଣୀ କୁ ସୁରକ୍ଷା ଦରକାର....
ଅପରାଧୀ କୁ ଫାଶୀ ଦରକାର...
24 ଘଣ୍ଟା ଭିତରେ ନ୍ୟାୟ ଦରକାର...
#JusticeForPriyankaReddy


ହାଇଦ୍ରାବାଦର ଡାକ୍ତରଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ରାଜଧାନୀରେ ପ୍ରତିବାଦ ସଭା । ଉତ୍କଳ ଷ୍ଟୁଡେଟଂ ଆସୋସିଏସନ ପକ୍ଷରୁ ହେଲା ପ୍ରତିବାଦ ସଭା #Odisha #Crime #Bhubaneswar #Hyderabad





ଜଣା ନାହିଁ କିଏ ସେ ଆମକୁ ମହମବତୀ ଧରିବା ଶିଖେଇଲା ତା ନହୋଇଥିଲେ ନାରୀ ସମ୍ମାନ ପାଇଁ ତ ଲଙ୍କା ଦହନ ଆଉ ମହାଭାରତ କରିବାର ସଂସ୍କୃତି ଥିଲା ଆମର....
ଗତ କିଛି ଦିନ ତଳେ ହାଇଦ୍ରାବାଦ ରେ ଆମର ଜଣେ ଭଉଣୀ କୁ 4 ଜଣ ଅମଣିଷ ବଳାତ୍କାର କରି ହତ୍ୟା କରିଥିଲେ ତାହାକୁ ବିରୋଧ କରି ଆମ ଉତ୍କଳ ସ୍ଟୁଡେଣ୍ଟସ ଆସୋସିଏସନ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ କରିବା ସହିତ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଙ୍କୁ ଦାବି ଜଣାଇଥିଲୁ ତାହା ସହିତ ଆମେ କେନ୍ଦ୍ର ସରକାର ଙ୍କୁ 4 ଟା ଫାଶୀ ଦଉଡ଼ି ଦେଇଥିଲୁ ଯଦି ତୁମ ପାଖରେ ଫାଶୀ ଦେବା ପାଇଁ ଦଉଡ଼ି ନାହିଁ ତାହେଲେ ଆମେ ଦଉଛୁ ହେଲେ ସେ ଅମଣିଷ ମାନଙ୍କୁ ଲୋକଙ୍କ ସାମ୍ନାରେ ଏନକାଉଣ୍ଟର କରାଯାଉ ନହେଲେ ରାସ୍ତା କଢ଼ରେ ଫାଶୀ ଦିଆ ଯାଉ ଯେମିତି ସେମାନେ ଆଉ କାହାକୁ ଅନେଇବାକୁ ସାହାସ କରିବେନି....
କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନହେଲେ ସେ ଅମଣିଷ ମାନଙ୍କୁ ଆମ ପାଖରେ ଛାଡ଼ି ଦିଅନ୍ତୁ ଆମେ ତାଙ୍କୁ ଉଚିତ ଶିକ୍ଷା ଦେବୁ ଯେମିତି କୌଣସି ଅମଣିଷ କୌଣସି ଝିଅ କୁ ଅନେଇବା ପୂର୍ବରୁ ଶହେ ଥର ଭାବିବ....
ସମ୍ବିଧାନ ବଦଳିବା ଦରକାର....
ମୋ ଭଉଣୀ କୁ ସୁରକ୍ଷା ଦରକାର....
ଅପରାଧୀ କୁ ଫାଶୀ ଦରକାର... 24 ଘଣ୍ଟା ଭିତରେ ନ୍ୟାୟ ଦରକାର...


                                             

ଆଜ୍ଞା ଭଲ କରି ଦେଖନ୍ତୁ ଆମ ଓଡ଼ିଶା ରେ ଖାତା କେମିତି ଦେଖା ଯାଏ ଆଉ ସେ ପୁଣି ଓ.ଟି.ଇ.ଟି ପରୀକ୍ଷାରେ...
ହଜାର ହଜାର ପିଲା ମାନଙ୍କ ଭବିଷ୍ୟତ ସହିତ କେମିତି ଖେଳୁଛନ୍ତି ସରକାରୀ ବାବୁ ଆଉ ମନ୍ତ୍ରୀ ମାନେ 😢
ପ୍ରକୃତରେ ପିଲା ପାସ୍ କରିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ମାର୍କ ପାଇଁ ପିଲା ଫେଲ୍... 
ବୋହୁତ ଜଲ୍ଦୀ ଏଭଳି ଘଟଣା କୁ ବିରୋଧ କରି ସେ ହଜାର ହଜାର ଭାଇ ଭଉଣୀ ଙ୍କ ନ୍ୟାୟ ପାଇଁ ଆମ ଛାତ୍ର ସଂଘ ରାଜ ରାସ୍ତା କୁ ଆସିବ...



ସୁରତ ର କୋଚିଙ୍ଗ ସେଣ୍ଟର୍ ରେ ଅଗ୍ନିକାଣ୍ଡ ଦ୍ଵାରା ପ୍ରାଣ ହରାଇଥିବା ୨୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଏବଂ ଆହତ ଛାତ୍ର ଛାତ୍ରୀ ମାନଙ୍କର ଆଶୁ ଆରୋଗ୍ୟ କାମନା କରି ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ତରଫରୁ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପ୍ରଦୀପ ପ୍ରଜ୍ବଳନ🙏🙏🙏











































ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ର ପ୍ରଥମ ପ୍ରତିଷ୍ଠା ଦିବସ ଉତ୍କଳ ଦିବସ ଅବସରରେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି...
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅଭିନେତ୍ରୀ ତଥା ରାଜନେତା ଅପରାଜିତା ମହାନ୍ତି , ମୁଖ୍ୟ ବକ୍ତା ବିଶ୍ୱଜିତ୍ ମହାନ୍ତି,ସମ୍ମାନିତ ଅତିଥି ଓଡ଼ିଶା ସ୍କୁଲ୍ କଲେଜ ଟିଚର୍ ଆସୋସିଏସନ୍ ସଭାପତି ଅମୀୟବାଳା ପରିଡ଼ା , ଓଡ଼ିଶା ମିରର ସମ୍ପାଦକ ଦିଲ୍ଲୀପ ବିଶ୍ଵାଳ , news7 ଯୁବ ଆଙ୍କର୍ ଦେବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ...
ଏହି କାର୍ଯ୍ୟକ୍ରମ ରେ ନୂତନ ଭାବେ ମନୋନୀତ ହୋଇଥିବା ନୂତନ କାର୍ଯ୍ୟକର୍ତ୍ତା ମାନେ ହେଲେ
ସଭାପତି - ଅମିତ୍ ପଣ୍ଡା
ଉପସଭାପତି - ବିଶ୍ବଭୂଷଣ କର , ସ୍ଵପ୍ନାରାଣୀ ଶାନ୍ତି
ସାଧାରଣ ସମ୍ପାଦକ - ଜନ୍ମେଜୟ ଜେନା , ଶ୍ରୀକାନ୍ତ ନାୟକ , ସନ୍ତୋଷ ବିଶ୍ଵାଳ
ସମ୍ପାଦକ - ଧନଞ୍ଜୟ ବେହେରା , ଚିରଞ୍ଜିବ୍ ବେହେରା , ଦୀପକ ଜେନା ।
ସତ୍ୟ ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ।
ସଭା ପରିଚାଳନା କରିଥିଲେ ଅବିନାଶ ନାୟକ , ଚନ୍ଦନ ସେନାପତି , ନୀତିଶ ବେହେରା , ଏସ୍.କେ ରୋହନ , ଅଲେଖ ଜେନା , ମନୋଜ ମୁଳି,ପ୍ରଦ୍ୟୁମ୍ନ ପତି , ପ୍ରଦୀପ କାମିଲା , ସୌମ୍ୟ ରଞ୍ଜନ ଧଳ ଏବଂ ଅନେକ କାର୍ଯ୍ୟକର୍ତ୍ତା ଗଣ।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget