ଜଣା ନାହିଁ କିଏ ସେ ଆମକୁ ମହମବତୀ ଧରିବା ଶିଖେଇଲା ତା ନହୋଇଥିଲେ ନାରୀ ସମ୍ମାନ ପାଇଁ ତ ଲଙ୍କା ଦହନ ଆଉ ମହାଭାରତ କରିବାର ସଂସ୍କୃତି ଥିଲା ଆମର....
ଗତ କିଛି ଦିନ ତଳେ ହାଇଦ୍ରାବାଦ ରେ ଆମର ଜଣେ ଭଉଣୀ କୁ 4 ଜଣ ଅମଣିଷ ବଳାତ୍କାର କରି ହତ୍ୟା କରିଥିଲେ ତାହାକୁ ବିରୋଧ କରି ଆମ ଉତ୍କଳ ସ୍ଟୁଡେଣ୍ଟସ ଆସୋସିଏସନ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ କରିବା ସହିତ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଙ୍କୁ ଦାବି ଜଣାଇଥିଲୁ ତାହା ସହିତ ଆମେ କେନ୍ଦ୍ର ସରକାର ଙ୍କୁ 4 ଟା ଫାଶୀ ଦଉଡ଼ି ଦେଇଥିଲୁ ଯଦି ତୁମ ପାଖରେ ଫାଶୀ ଦେବା ପାଇଁ ଦଉଡ଼ି ନାହିଁ ତାହେଲେ ଆମେ ଦଉଛୁ ହେଲେ ସେ ଅମଣିଷ ମାନଙ୍କୁ ଲୋକଙ୍କ ସାମ୍ନାରେ ଏନକାଉଣ୍ଟର କରାଯାଉ ନହେଲେ ରାସ୍ତା କଢ଼ରେ ଫାଶୀ ଦିଆ ଯାଉ ଯେମିତି ସେମାନେ ଆଉ କାହାକୁ ଅନେଇବାକୁ ସାହାସ କରିବେନି....
କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନହେଲେ ସେ ଅମଣିଷ ମାନଙ୍କୁ ଆମ ପାଖରେ ଛାଡ଼ି ଦିଅନ୍ତୁ ଆମେ ତାଙ୍କୁ ଉଚିତ ଶିକ୍ଷା ଦେବୁ ଯେମିତି କୌଣସି ଅମଣିଷ କୌଣସି ଝିଅ କୁ ଅନେଇବା ପୂର୍ବରୁ ଶହେ ଥର ଭାବିବ....
ସମ୍ବିଧାନ ବଦଳିବା ଦରକାର....
ମୋ ଭଉଣୀ କୁ ସୁରକ୍ଷା ଦରକାର....
ଅପରାଧୀ କୁ ଫାଶୀ ଦରକାର...
24 ଘଣ୍ଟା ଭିତରେ ନ୍ୟାୟ ଦରକାର...
#JusticeForPriyankaReddy

Post a Comment
Please do not enter any spam link in the comment box.