ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ର ପ୍ରଥମ ପ୍ରତିଷ୍ଠା ଦିବସ ଉତ୍କଳ ଦିବସ ଅବସରରେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି...
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅଭିନେତ୍ରୀ ତଥା ରାଜନେତା ଅପରାଜିତା ମହାନ୍ତି , ମୁଖ୍ୟ ବକ୍ତା ବିଶ୍ୱଜିତ୍ ମହାନ୍ତି,ସମ୍ମାନିତ ଅତିଥି ଓଡ଼ିଶା ସ୍କୁଲ୍ କଲେଜ ଟିଚର୍ ଆସୋସିଏସନ୍ ସଭାପତି ଅମୀୟବାଳା ପରିଡ଼ା , ଓଡ଼ିଶା ମିରର ସମ୍ପାଦକ ଦିଲ୍ଲୀପ ବିଶ୍ଵାଳ , news7 ଯୁବ ଆଙ୍କର୍ ଦେବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ...
ଏହି କାର୍ଯ୍ୟକ୍ରମ ରେ ନୂତନ ଭାବେ ମନୋନୀତ ହୋଇଥିବା ନୂତନ କାର୍ଯ୍ୟକର୍ତ୍ତା ମାନେ ହେଲେ
ସଭାପତି - ଅମିତ୍ ପଣ୍ଡା
ଉପସଭାପତି - ବିଶ୍ବଭୂଷଣ କର , ସ୍ଵପ୍ନାରାଣୀ ଶାନ୍ତି
ସାଧାରଣ ସମ୍ପାଦକ - ଜନ୍ମେଜୟ ଜେନା , ଶ୍ରୀକାନ୍ତ ନାୟକ , ସନ୍ତୋଷ ବିଶ୍ଵାଳ
ସମ୍ପାଦକ - ଧନଞ୍ଜୟ ବେହେରା , ଚିରଞ୍ଜିବ୍ ବେହେରା , ଦୀପକ ଜେନା ।
ସତ୍ୟ ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ।
ସଭା ପରିଚାଳନା କରିଥିଲେ ଅବିନାଶ ନାୟକ , ଚନ୍ଦନ ସେନାପତି , ନୀତିଶ ବେହେରା , ଏସ୍.କେ ରୋହନ , ଅଲେଖ ଜେନା , ମନୋଜ ମୁଳି,ପ୍ରଦ୍ୟୁମ୍ନ ପତି , ପ୍ରଦୀପ କାମିଲା , ସୌମ୍ୟ ରଞ୍ଜନ ଧଳ ଏବଂ ଅନେକ କାର୍ଯ୍ୟକର୍ତ୍ତା ଗଣ।

Post a Comment
Please do not enter any spam link in the comment box.