Latest Post







 ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଜମ୍ମୁ କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ପ୍ରାଣ ହରେଇଥିବା ୪୪ ଜଣ ଶହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଆହତ ହୋଇଥିବା ଯବାନ ଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଦୀପଦାନ ଏବଂ କ୍ୟାଣ୍ଡେଲ୍ ଶୋଭାଯାତ୍ରା ହୋଇଥିଲା।
ତା ସହିତ ଆତଙ୍କବାଦ୍ ସୃଷ୍ଟି କରୁଥିବା ଏବଂ ସୁରକ୍ଷା ଯୋଗାଉଥିବା ଗର୍ଦାର୍ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଗଲା।
ବହୁତ ବଡ଼ ଭୁଲ କରିଦେଇଛି ପାକିସ୍ତାନ ଏବେ ଆମ ଯବାନ ମାନେ ଆମର ଜବାବ ଦେବେ କଥାରେ ନୁହଁ ଗୁଳି ରେ...
ଭାରତ ମାତା କୀ ଜୟ.....
We want again a big surgical strike against Pakistan...
आज कैसे सोऊँ सुकून की नींद
मैं साहब......
सुकून से सुलाने वालों के तो
शव आ रहें हैं😥😥😥
जय हिंद
ଅମର ରହେ ମେରା ବିର୍ ଯବାନ୍...


ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଜମ୍ମୁ କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ପ୍ରାଣ ହରେଇଥିବା ୪୪ ଜଣ ଶହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଆହତ ହୋଇଥିବା ଯବାନ ଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଦୀପଦାନ ଏବଂ କ୍ୟାଣ୍ଡେଲ୍ ଶୋଭାଯାତ୍ରା ହୋଇଥିଲା। ତା ସହିତ ଆତଙ୍କବାଦ୍ ସୃଷ୍ଟି କରୁଥିବା ଏବଂ ସୁରକ୍ଷା ଯୋଗାଉଥିବା ଗର୍ଦାର୍ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଗଲା। ବହୁତ ବଡ଼ ଭୁଲ କରିଦେଇଛି ପାକିସ୍ତାନ ଏବେ ଆମ ଯବାନ ମାନେ ଆମର ଜବାବ ଦେବେ କଥାରେ ନୁହଁ ଗୁଳି ରେ... ଭାରତ ମାତା କୀ ଜୟ..... We want again a big surgical strike against Pakistan... आज कैसे सोऊँ सुकून की नींद मैं साहब...... सुकून से सुलाने वालों के तो शव आ रहें हैं😥😥😥 जय हिंद ଅମର ରହେ ମେରା ବିର୍ ଯବାନ୍...










UTKALA STUDENTS ASSOCIATION , ODISHA...
ଆଜି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ...
ତାଙ୍କୁ ସମର୍ଥନ ଜଣାଇ ଆମର ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ସେମାନଙ୍କ ସହିତ ଧାରଣା ଦେଇଥିଲୁ...
ଏହା ଅତ୍ୟନ୍ତ ଦୁଃଖଦ ଘଟଣା କି ଯେଉଁ ଗୁରୁ ମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସି ର ଦିନ ସମ୍ମାନ ର ଦିନ କିନ୍ତୁ ଏହାକୁ ସେମାନେ କଳା ଦିବସ ଭାବେ ପାଳନ କରିଛନ୍ତି ଏହା ଅତ୍ୟନ୍ତ ଦୁଃଖଦ ଘଟଣା...
କିନ୍ତୁ ଏତେ ସବୁ ଘଟଣା ପରେ ମଧ୍ୟ୍ୟ ଆମର ଏ ଅପାରଗ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ନ କରି ଆମ ଗୁରୁ ମାନଙ୍କ ସହିତ ପ୍ରତାରଣା ଏବଂ ଛଳନା କରୁଛନ୍ତି ...
ଯଥା ଶୀଘ୍ର ରାଜ୍ୟ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ତାହେଲେ ଏ ଛାତ୍ର ସମାଜ ସରକାରଙ୍କୁ ଦୃଢ଼ ପ୍ରତିବାଦ ଜଣାଇବା .…
ଆଜି ମୋତେ ସବଠୁ ଖୁସି ଲାଗିଲା କି ପ୍ରଥମ ଥର ପାଇଁ ଶିକ୍ଷକ ସଂଘ ଓ ଛାତ୍ର ସଂଘ ଏକାଠି ହୋଇଛନ୍ତି ...
ଆଜି ଆମ ସଙ୍ଗଠନ ପାଇଁ ଗର୍ବର ଦିନ କାରଣ ଆମେ ମାନେ ସବୁ ବେଳେ ଶିକ୍ଷକ ମାନଙ୍କ ପାଇଁ ତାଳି ମାରୁଥିଲୁ କିନ୍ତୁ ପ୍ରଥମ ଥର ପାଇଁ ଆମ ଗୁରୁ ମାନେ ଆମ ସଙ୍ଗଠନ କୁ ତାଳି ମାରି ସ୍ବାଗତ ଜଣାଇଥିଲେ ଏହା ଠାରୁ ଗର୍ବ ର ବିଷୟ ଆମ ପାଇଁ ଆଉ କିଛି ନ ହୋଇପାରେ , ଏହା ଆମ ପାଇଁ ଆଶୀର୍ବାଦ ସଦୃଶ ....


ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ... ତାଙ୍କୁ ସମର୍ଥନ ଜଣାଇ ଆମର ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ସେମାନଙ୍କ ସହିତ ଧାରଣା ଦେଇଥିଲୁ... ଏହା ଅତ୍ୟନ୍ତ ଦୁଃଖଦ ଘଟଣା କି ଯେଉଁ ଗୁରୁ ମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସି ର ଦିନ ସମ୍ମାନ ର ଦିନ କିନ୍ତୁ ଏହାକୁ ସେମାନେ କଳା ଦିବସ ଭାବେ ପାଳନ କରିଛନ୍ତି ଏହା ଅତ୍ୟନ୍ତ ଦୁଃଖଦ ଘଟଣା... କିନ୍ତୁ ଏତେ ସବୁ ଘଟଣା ପରେ ମଧ୍ୟ୍ୟ ଆମର ଏ ଅପାରଗ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ନ କରି ଆମ ଗୁରୁ ମାନଙ୍କ ସହିତ ପ୍ରତାରଣା ଏବଂ ଛଳନା କରୁଛନ୍ତି ... ଯଥା ଶୀଘ୍ର ରାଜ୍ୟ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ତାହେଲେ ଏ ଛାତ୍ର ସମାଜ ସରକାରଙ୍କୁ ଦୃଢ଼ ପ୍ରତିବାଦ ଜଣାଇବା .… ଆଜି ଆମକୁ ସବଠୁ ଖୁସି ଲାଗିଲା କି ପ୍ରଥମ ଥର ପାଇଁ ଶିକ୍ଷକ ସଂଘ ଓ ଛାତ୍ର ସଂଘ ଏକାଠି ହୋଇଛନ୍ତି ... ଆଜି ଆମ ସଙ୍ଗଠନ ପାଇଁ ଗର୍ବର ଦିନ କାରଣ ଆମେ ମାନେ ସବୁ ବେଳେ ଶିକ୍ଷକ ମାନଙ୍କ ପାଇଁ ତାଳି ମାରୁଥିଲୁ କିନ୍ତୁ ପ୍ରଥମ ଥର ପାଇଁ ଆମ ଗୁରୁ ମାନେ ଆମ ସଙ୍ଗଠନ କୁ ତାଳି ମାରି ସ୍ବାଗତ ଜଣାଇଥିଲେ ଏହା ଠାରୁ ଗର୍ବ ର ବିଷୟ ଆମ ପାଇଁ ଆଉ କିଛି ନ ହୋଇପାରେ , ଏହା ଆମ ପାଇଁ ଆଶୀର୍ବାଦ ସଦୃଶ ....

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget