ଶିକ୍ଷକ ମିଳିତ ମଞ୍ଚକୁ ସମର୍ଥନ କରି ରାଜରାସ୍ତାକୁ ଆସିଲା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍, ଓଡ଼ିଶା

ଶିକ୍ଷକ ମିଳିତ ମଞ୍ଚକୁ ସମର୍ଥନ କରି ରାଜରାସ୍ତାକୁ ଆସିଲା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍, ଓଡ଼ିଶା

ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ... ତାଙ୍କୁ ସମର୍ଥନ ଜଣାଇ ଆମର ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ସେମାନଙ୍କ ସହିତ ଧାରଣା ଦେଇଥିଲୁ... ଏହା ଅତ୍ୟନ୍ତ ଦୁଃଖଦ ଘଟଣା କି ଯେଉଁ ଗୁରୁ ମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସି ର ଦିନ ସମ୍ମାନ ର ଦିନ କିନ୍ତୁ ଏହାକୁ ସେମାନେ କଳା ଦିବସ ଭାବେ ପାଳନ କରିଛନ୍ତି ଏହା ଅତ୍ୟନ୍ତ ଦୁଃଖଦ ଘଟଣା... କିନ୍ତୁ ଏତେ ସବୁ ଘଟଣା ପରେ ମଧ୍ୟ୍ୟ ଆମର ଏ ଅପାରଗ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ନ କରି ଆମ ଗୁରୁ ମାନଙ୍କ ସହିତ ପ୍ରତାରଣା ଏବଂ ଛଳନା କରୁଛନ୍ତି ... ଯଥା ଶୀଘ୍ର ରାଜ୍ୟ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ତାହେଲେ ଏ ଛାତ୍ର ସମାଜ ସରକାରଙ୍କୁ ଦୃଢ଼ ପ୍ରତିବାଦ ଜଣାଇବା .… ଆଜି ଆମକୁ ସବଠୁ ଖୁସି ଲାଗିଲା କି ପ୍ରଥମ ଥର ପାଇଁ ଶିକ୍ଷକ ସଂଘ ଓ ଛାତ୍ର ସଂଘ ଏକାଠି ହୋଇଛନ୍ତି ... ଆଜି ଆମ ସଙ୍ଗଠନ ପାଇଁ ଗର୍ବର ଦିନ କାରଣ ଆମେ ମାନେ ସବୁ ବେଳେ ଶିକ୍ଷକ ମାନଙ୍କ ପାଇଁ ତାଳି ମାରୁଥିଲୁ କିନ୍ତୁ ପ୍ରଥମ ଥର ପାଇଁ ଆମ ଗୁରୁ ମାନେ ଆମ ସଙ୍ଗଠନ କୁ ତାଳି ମାରି ସ୍ବାଗତ ଜଣାଇଥିଲେ ଏହା ଠାରୁ ଗର୍ବ ର ବିଷୟ ଆମ ପାଇଁ ଆଉ କିଛି ନ ହୋଇପାରେ , ଏହା ଆମ ପାଇଁ ଆଶୀର୍ବାଦ ସଦୃଶ ....

Post a Comment

Please do not enter any spam link in the comment box.

[facebook][blogger]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget