Twitter Facebook ପବିତ୍ର ଖୁଦୁରୁକୁଣୀ ଓଷା ଉପଲକ୍ଷେ ସମସ୍ତ ଭଉଣୀମାନଙ୍କୁ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । #KhudurukuniOsha #BhalukuniOsha #OdiaFestival #usaodisha August 14, 2022 Association News , Photo Gallery
Twitter Facebook ଓଡିଶା ପାଇଁ ଆଜି ଗର୍ବର ଦିନ, ଲଣ୍ଡନରେ ଚାଲିଥିବା କମନୱେଲ୍'ଥ ଗେମରେ ଭାରତ ପାଇଁ ରୋପ୍ୟା ପଦକ ଆଣିଲେ ଭଣ୍ଡାରିପୋଖରୀ କୁଲଣା ଗ୍ରାମର ରାଖଲ ସେଠୀ। ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଧନ୍ୟବାଦ ଆମ ଓଡିଶା ମାଟିର ଟେକ ରଖିଥିବାରୁ 💐💐 #RakhalKumarSethy August 13, 2022 Association News , Photo Gallery
Twitter Facebook ଉତ୍କଳ ଛାତ୍ର ସଂଘ ପରିବାର ତରଫରୁ ସମସ୍ତ ଭାଇ,ଭଉଣୀ ମାନଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #happyrakshabandhan #usaodisha August 11, 2022 Association News , Photo Gallery
Twitter Facebook ଆଜି ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ରାଜ୍ୟ କୋର କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ସଂଗଠନର ଅଧକ୍ଷ୍ୟ ସୌମ୍ୟ ରଞ୍ଜନ ସାମଲ, ସଂଗଠନର ଉପଦେଷ୍ଟା ଅପରୂପ ନାରାୟଣ ରାଉତ (ଜୀବନ) ଙ୍କ ଦିଗଦର୍ଶନରେ ସମସ୍ତ ରାଜ୍ୟ ପଦାଧିକାରୀ ମାନେ ସଂଗଠନକୁ ମଝବୁତ କରିବା ସହିତ ଆଗାମୀ କାର୍ଯ୍ୟକାରିଣୀ ବୈଠକ ଓ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ l #Utkal #Students #Association #corecomiteemeeting #Bhubaneswar August 07, 2022 Association News , Photo Gallery
Twitter Facebook ସାରା ଦୁନିଆର ରକ୍ଷକ ଯିଏ ନିଜ ରକ୍ଷା ପାଇଁ ଧାଉଁଛି ସିଏ । ଆହେ ନୀଳ ଶଇଳ ଏ ଜାତିର ଗୌରବ ନହେଉ ବିଲୟ । #savejagannathtemple #radiochoklate #usa #odisha #ଶ୍ରୀମନ୍ଦିରପରିକ୍ରମାପ୍ରକଳ୍ପ #SrimandiraParikramaPrakalpa June 05, 2022 Association News , Photo Gallery , Video Gallery