Twitter Facebook ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ତରଫରୁ ରାଷ୍ଟ୍ରୀୟ ଯୁବା ଦିବସ ପାଳନ....... January 12, 2020 Photo Gallery ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ର ଢେଙ୍କାନାଳ ଜିଲ୍ଲା ପ୍ରମୁଖ ସୁଧାକର ସାହୁ ଙ୍କ ନେତୃତ୍ୱ ରେ ଶହ ଶହ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ସ୍ୱାମୀ ବିବେକାନନ୍ଦଜୀ ଙ୍କ ଫୋଟୋ ରେ ମାଲ୍ୟାର୍ପଣ କରି ରାଷ୍ଟୀୟ ଯୁବା ଦିବସ ପାଳନ କରିଥିଲେ. ଏହି କାର୍ଯ୍ୟକ୍ରମ କ୍ରମରେ ଅନେକ ଛାତ୍ର, ଛାତ୍ରୀ ସ୍ୱାମୀ ବିବେକାନନ୍ଦ ଜୀଙ୍କ ଜୀବନୀ ବିଷୟରେ ଓ ଆଗାମୀ ଯୁବ ପିଢ଼ି କଣ କରିଲେ ଦେଶ ଏବଂ ଆମ ରାଜ୍ୟ ଆଗକୁ ଯାଇ ପାରିବ ସେ ଦିଗରେ ଆଲୋଚନା କରିଥିଲେ. ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କୁ ଆମ ଆସୋସିଏସନ ତରଫରୁ ଅନେକ ଅନେକ ଶୁଭେଚ୍ଛା 💐💐💐
Twitter Facebook ଆଜି ୩୬ତମ ରାଷ୍ଟ୍ରୀୟ ଯୁବା ଦିବସ ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍, ଓଡ଼ିଶା ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ସ୍ୱାମୀ ବିବେକାନନ୍ଦଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଏକ ଯୁବ ବନ୍ଧୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। January 12, 2020 Video Gallery
Twitter Facebook Best inspirational video by USA Odisha | January 12, 2020 Video Gallery Please watch it till the end... If you agree with us then please share it and encourage others...
Twitter Facebook 12 ଜାନୁୟାରୀ ସ୍ୱାମୀ ବିବେକାନନ୍ଦ ଜୀଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବା ଦିବସ ଅବସରରେ କଳିଙ୍ଗ ଷ୍ଟାଡିଅମ ନିକଟରେ ସ୍ୱାମୀ ବିବେକାନନ୍ଦ ଜୀ ଙ୍କ ପ୍ରତିମୂର୍ତ୍ତି ସଫେଇ କରାଯାଇଥିଲା. January 11, 2020 Video Gallery
Twitter Facebook Best inspirational video for every youth... January 06, 2020 Video Gallery भीड़ का अनुसरण मत कीजिए, कुछ ऐसा कीजिए कि भीड़ आपका अनुसरण करे.... ଆସ ଯୁବ ଶକ୍ତି ଏକାଠି ହେବା.... ଉତ୍କଳ ମାଟିର ଟେକ ରଖିବା.... Be the change that you want to see in the world....
Twitter Facebook ଆଜି କେବଳ କ୍ୟାଲେଣ୍ଡର ବଦଳୁଛି ମଣିଷ ନୁହଁ... ଇଂରାଜୀ ନବବର୍ଷ ଉପଲକ୍ଷେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ହାର୍ଦ୍ଧିକ ଅଭିନନ୍ଦନ January 01, 2020 Photo Gallery ଆଜି କେବଳ କ୍ୟାଲେଣ୍ଡର ବଦଳୁଛି ମଣିଷ ନୁହଁ... ଇଂରାଜୀ ନବବର୍ଷ ଉପଲକ୍ଷେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ହାର୍ଦ୍ଧିକ ଅଭିନନ୍ଦନ 💐💐 ଏ ବର୍ଷ ଆପଣ ମାନଙ୍କ ଜୀବନର ସୁଖ, ଶାନ୍ତି ଓ ସମୃଦ୍ଧି ର ବର୍ଷ ହେଉ ଏହାହିଁ ଆମର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା🙏