ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ର ଢେଙ୍କାନାଳ ଜିଲ୍ଲା ପ୍ରମୁଖ ସୁଧାକର ସାହୁ ଙ୍କ ନେତୃତ୍ୱ ରେ ଶହ ଶହ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ସ୍ୱାମୀ ବିବେକାନନ୍ଦଜୀ ଙ୍କ ଫୋଟୋ ରେ ମାଲ୍ୟାର୍ପଣ କରି ରାଷ୍ଟୀୟ ଯୁବା ଦିବସ ପାଳନ କରିଥିଲେ. ଏହି କାର୍ଯ୍ୟକ୍ରମ କ୍ରମରେ ଅନେକ ଛାତ୍ର, ଛାତ୍ରୀ ସ୍ୱାମୀ ବିବେକାନନ୍ଦ ଜୀଙ୍କ ଜୀବନୀ ବିଷୟରେ ଓ ଆଗାମୀ ଯୁବ ପିଢ଼ି କଣ କରିଲେ ଦେଶ ଏବଂ ଆମ ରାଜ୍ୟ ଆଗକୁ ଯାଇ ପାରିବ ସେ ଦିଗରେ ଆଲୋଚନା କରିଥିଲେ.
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କୁ ଆମ ଆସୋସିଏସନ ତରଫରୁ ଅନେକ ଅନେକ ଶୁଭେଚ୍ଛା 💐💐💐
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କୁ ଆମ ଆସୋସିଏସନ ତରଫରୁ ଅନେକ ଅନେକ ଶୁଭେଚ୍ଛା 💐💐💐
Post a Comment
Please do not enter any spam link in the comment box.