Latest Post





ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ର ଢେଙ୍କାନାଳ ଜିଲ୍ଲା ପ୍ରମୁଖ ସୁଧାକର ସାହୁ ଙ୍କ ନେତୃତ୍ୱ ରେ ଶହ ଶହ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ସ୍ୱାମୀ ବିବେକାନନ୍ଦଜୀ ଙ୍କ ଫୋଟୋ ରେ ମାଲ୍ୟାର୍ପଣ କରି ରାଷ୍ଟୀୟ ଯୁବା ଦିବସ ପାଳନ କରିଥିଲେ. ଏହି କାର୍ଯ୍ୟକ୍ରମ କ୍ରମରେ ଅନେକ ଛାତ୍ର, ଛାତ୍ରୀ ସ୍ୱାମୀ ବିବେକାନନ୍ଦ ଜୀଙ୍କ ଜୀବନୀ ବିଷୟରେ ଓ ଆଗାମୀ ଯୁବ ପିଢ଼ି କଣ କରିଲେ ଦେଶ ଏବଂ ଆମ ରାଜ୍ୟ ଆଗକୁ ଯାଇ ପାରିବ ସେ ଦିଗରେ ଆଲୋଚନା କରିଥିଲେ.
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କୁ ଆମ ଆସୋସିଏସନ ତରଫରୁ ଅନେକ ଅନେକ ଶୁଭେଚ୍ଛା 💐💐💐



भीड़ का अनुसरण मत कीजिए, कुछ ऐसा कीजिए कि भीड़ आपका अनुसरण करे.... ଆସ ଯୁବ ଶକ୍ତି ଏକାଠି ହେବା.... ଉତ୍କଳ ମାଟିର ଟେକ ରଖିବା.... Be the change that you want to see in the world....

ଆଜି କେବଳ କ୍ୟାଲେଣ୍ଡର ବଦଳୁଛି ମଣିଷ ନୁହଁ... ଇଂରାଜୀ ନବବର୍ଷ ଉପଲକ୍ଷେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ହାର୍ଦ୍ଧିକ ଅଭିନନ୍ଦନ

ଆଜି କେବଳ କ୍ୟାଲେଣ୍ଡର ବଦଳୁଛି ମଣିଷ ନୁହଁ... ଇଂରାଜୀ ନବବର୍ଷ ଉପଲକ୍ଷେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ହାର୍ଦ୍ଧିକ ଅଭିନନ୍ଦନ 💐💐 ଏ ବର୍ଷ ଆପଣ ମାନଙ୍କ ଜୀବନର ସୁଖ, ଶାନ୍ତି ଓ ସମୃଦ୍ଧି ର ବର୍ଷ ହେଉ ଏହାହିଁ ଆମର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା🙏

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget