ଶିକ୍ଷକଙ୍କ ଧାରଣା ରେ ସାମିଲ ହେଲା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍, ଓଡ଼ିଶା
ଶିକ୍ଷକଙ୍କ ଧାରଣା ରେ ସାମିଲ ହେଲା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍, ଓଡ଼ିଶା
ଆଜିର ଗୁରୁ ଦିବସ କୁ ଆମର ଶିକ୍ଷକ ମିଳିତ ମଞ୍ଚ କଳା ଦିବସ ଭାବେ ପାଳନ କରିଛନ୍ତି...
ସେଥିପାଇଁ ଆମ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ସେମାନଙ୍କୁ ସମର୍ଥନ ଜଣାଇ ସେମାନଙ୍କ ସହିତ ଧାରଣା ଦେଇଥିଲୁ ...
ଏତେ ସବୁ ହେଲା ପରେ ମଧ୍ୟ୍ୟ ସରକାର ଚୁପ ବସିଛନ୍ତି ...
ଏହା ଅତ୍ୟନ୍ତ ଅସ୍ବାଭାବିକ ଓ ନିନ୍ଦନୀୟ ଘଟଣା ...
ଏ ସରକାର କେବଳ ରାଜନୀତି କରିବାକୁ ମୁଁ ହିରୋ କାର୍ଯ୍ୟ କ୍ରମ କରୁଛନ୍ତି କିନ୍ତୁ ଯେଉଁ ମାନେ ହିରୋ ଙ୍କୁ ଗଢୁ ଛନ୍ତି ସେମାନଙ୍କ ପ୍ରତି ଅବହେଳା କରିବା ନିହାତି ନିନ୍ଦ ନୀୟ ଘଟଣା ..
ଯଦି ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନନେବେ ଏ ଛାତ୍ର ସମାଜ ସରକାରଙ୍କୁ ଦେଖାଇ ଦେବ students power କଣ...
Post a Comment
Please do not enter any spam link in the comment box.