Twitter Facebook କରି ଦେଖନ୍ତୁ ଆମ ଓଡ଼ିଶା ରେ ଖାତା କେମିତି ଦେଖା ଯାଏ ଆଉ ସେ ପୁଣି ଓ.ଟି.ଇ.ଟି ପରୀକ୍ଷାରେ... October 06, 2019 Association News ଆଜ୍ଞା ଭଲ କରି ଦେଖନ୍ତୁ ଆମ ଓଡ଼ିଶା ରେ ଖାତା କେମିତି ଦେଖା ଯାଏ ଆଉ ସେ ପୁଣି ଓ.ଟି.ଇ.ଟି ପରୀକ୍ଷାରେ... ହଜାର ହଜାର ପିଲା ମାନଙ୍କ ଭବିଷ୍ୟତ ସହିତ କେମିତି ଖେଳୁଛନ୍ତି ସରକାରୀ ବାବୁ ଆଉ ମନ୍ତ୍ରୀ ମାନେ 😢 ପ୍ରକୃତରେ ପିଲା ପାସ୍ କରିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ମାର୍କ ପାଇଁ ପିଲା ଫେଲ୍... ବୋହୁତ ଜଲ୍ଦୀ ଏଭଳି ଘଟଣା କୁ ବିରୋଧ କରି ସେ ହଜାର ହଜାର ଭାଇ ଭଉଣୀ ଙ୍କ ନ୍ୟାୟ ପାଇଁ ଆମ ଛାତ୍ର ସଂଘ ରାଜ ରାସ୍ତା କୁ ଆସିବ...
Twitter Facebook ହାଇଦ୍ରାବାଦ ରେ ହୋଇଥିବା ଅମାନସିକ ବଳାତ୍କାର ଓ ହତ୍ୟା କୁ ନିନ୍ଦା କରି ଆମର ଭଉଣୀ ପ୍ରିୟଙ୍କା ରେଡିଙ୍କୁ ନ୍ୟାୟ ଦେବା ସହିତ ଦୋଷୀ କୁ ଯଥାଶୀଘ୍ର ଫାଶୀ ଦଣ୍ଡ ଦେବାକୁ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ର ଦାବି #justice for priyanka.... October 01, 2019 Association News
Twitter Facebook Our association members spend some time with blind orphan center at Patrapada..... September 27, 2019 Association News , Photo Gallery Really this is so happy moment .... we are so lucky to spend some time with them....
Twitter Facebook ସମଗ୍ର ଛାତ୍ର ସମାଜ ର ମୁହଁ ବନ୍ଦ କରି ଅଗଣତାନ୍ତ୍ରିକ ଭାବରେ ଏମିତି ନିଷ୍ପତି ନେଇ ଥିବାରୁ ଏବଂ ଛାତ୍ର ଛାତ୍ରୀ ମାନଙ୍କର ଅଧିକାର କୁ ଛଡ଼େଇ ନେଇଥିବାରୁ ଆମ ସଂଘ ଏହାକୁ ଦୃଢ଼ ନିନ୍ଦା କରୁଛି.... August 24, 2019 Association News
Twitter Facebook ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ତରଫ ରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ... May 25, 2019 Association News , Video Gallery ସୁରତ ର କୋଚିଙ୍ଗ ସେଣ୍ଟର୍ ରେ ଅଗ୍ନିକାଣ୍ଡ ଦ୍ଵାରା ପ୍ରାଣ ହରାଇଥିବା ୨୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଏବଂ ଆହତ ଛାତ୍ର ଛାତ୍ରୀ ମାନଙ୍କର ଆଶୁ ଆରୋଗ୍ୟ କାମନା କରି ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ତରଫରୁ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପ୍ରଦୀପ ପ୍ରଜ୍ବଳନ🙏🙏🙏