Latest Post

ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ର ପ୍ରଥମ ପ୍ରତିଷ୍ଠା ଦିବସ ଉତ୍କଳ ଦିବସ ଅବସରରେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି... ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅଭିନେତ୍ରୀ ତଥା ରାଜନେତା ଅପରାଜିତା ମହାନ୍ତି , ମୁଖ୍ୟ ବକ୍ତା ବିଶ୍ୱଜିତ୍ ମହାନ୍ତି,ସମ୍ମାନିତ ଅତିଥି ଓଡ଼ିଶା ସ୍କୁଲ୍ କଲେଜ ଟିଚର୍ ଆସୋସିଏସନ୍ ସଭାପତି ଅମୀୟବାଳା ପରିଡ଼ା , ଓଡ଼ିଶା ମିରର ସମ୍ପାଦକ ଦିଲ୍ଲୀପ ବିଶ୍ଵାଳ , news7 ଯୁବ ଆଙ୍କର୍ ଦେବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ... ଏହି କାର୍ଯ୍ୟକ୍ରମ ରେ ନୂତନ ଭାବେ ମନୋନୀତ ହୋଇଥିବା ନୂତନ କାର୍ଯ୍ୟକର୍ତ୍ତା ମାନେ ହେଲେ ସଭାପତି - ଅମିତ୍ ପଣ୍ଡା ଉପସଭାପତି - ବିଶ୍ବଭୂଷଣ କର , ସ୍ଵପ୍ନାରାଣୀ ଶାନ୍ତି ସାଧାରଣ ସମ୍ପାଦକ - ଜନ୍ମେଜୟ ଜେନା , ଶ୍ରୀକାନ୍ତ ନାୟକ , ସନ୍ତୋଷ ବିଶ୍ଵାଳ ସମ୍ପାଦକ - ଧନଞ୍ଜୟ ବେହେରା , ଚିରଞ୍ଜିବ୍ ବେହେରା , ଦୀପକ ଜେନା । ସତ୍ୟ ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ସଭା ପରିଚାଳନା କରିଥିଲେ ଅବିନାଶ ନାୟକ , ଚନ୍ଦନ ସେନାପତି , ନୀତିଶ ବେହେରା , ଏସ୍.କେ ରୋହନ , ଅଲେଖ ଜେନା , ମନୋଜ ମୁଳି,ପ୍ରଦ୍ୟୁମ୍ନ ପତି , ପ୍ରଦୀପ କାମିଲା , ସୌମ୍ୟ ରଞ୍ଜନ ଧଳ ଏବଂ ଅନେକ କାର୍ଯ୍ୟକର୍ତ୍ତା ଗଣ।








 ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଜମ୍ମୁ କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ପ୍ରାଣ ହରେଇଥିବା ୪୪ ଜଣ ଶହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଆହତ ହୋଇଥିବା ଯବାନ ଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଦୀପଦାନ ଏବଂ କ୍ୟାଣ୍ଡେଲ୍ ଶୋଭାଯାତ୍ରା ହୋଇଥିଲା।
ତା ସହିତ ଆତଙ୍କବାଦ୍ ସୃଷ୍ଟି କରୁଥିବା ଏବଂ ସୁରକ୍ଷା ଯୋଗାଉଥିବା ଗର୍ଦାର୍ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଗଲା।
ବହୁତ ବଡ଼ ଭୁଲ କରିଦେଇଛି ପାକିସ୍ତାନ ଏବେ ଆମ ଯବାନ ମାନେ ଆମର ଜବାବ ଦେବେ କଥାରେ ନୁହଁ ଗୁଳି ରେ...
ଭାରତ ମାତା କୀ ଜୟ.....
We want again a big surgical strike against Pakistan...
आज कैसे सोऊँ सुकून की नींद
मैं साहब......
सुकून से सुलाने वालों के तो
शव आ रहें हैं😥😥😥
जय हिंद
ଅମର ରହେ ମେରା ବିର୍ ଯବାନ୍...


ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଜମ୍ମୁ କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ପ୍ରାଣ ହରେଇଥିବା ୪୪ ଜଣ ଶହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଆହତ ହୋଇଥିବା ଯବାନ ଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଦୀପଦାନ ଏବଂ କ୍ୟାଣ୍ଡେଲ୍ ଶୋଭାଯାତ୍ରା ହୋଇଥିଲା। ତା ସହିତ ଆତଙ୍କବାଦ୍ ସୃଷ୍ଟି କରୁଥିବା ଏବଂ ସୁରକ୍ଷା ଯୋଗାଉଥିବା ଗର୍ଦାର୍ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଗଲା। ବହୁତ ବଡ଼ ଭୁଲ କରିଦେଇଛି ପାକିସ୍ତାନ ଏବେ ଆମ ଯବାନ ମାନେ ଆମର ଜବାବ ଦେବେ କଥାରେ ନୁହଁ ଗୁଳି ରେ... ଭାରତ ମାତା କୀ ଜୟ..... We want again a big surgical strike against Pakistan... आज कैसे सोऊँ सुकून की नींद मैं साहब...... सुकून से सुलाने वालों के तो शव आ रहें हैं😥😥😥 जय हिंद ଅମର ରହେ ମେରା ବିର୍ ଯବାନ୍...

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget