Latest Post

                                             

ଆଜ୍ଞା ଭଲ କରି ଦେଖନ୍ତୁ ଆମ ଓଡ଼ିଶା ରେ ଖାତା କେମିତି ଦେଖା ଯାଏ ଆଉ ସେ ପୁଣି ଓ.ଟି.ଇ.ଟି ପରୀକ୍ଷାରେ...
ହଜାର ହଜାର ପିଲା ମାନଙ୍କ ଭବିଷ୍ୟତ ସହିତ କେମିତି ଖେଳୁଛନ୍ତି ସରକାରୀ ବାବୁ ଆଉ ମନ୍ତ୍ରୀ ମାନେ 😢
ପ୍ରକୃତରେ ପିଲା ପାସ୍ କରିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ମାର୍କ ପାଇଁ ପିଲା ଫେଲ୍... 
ବୋହୁତ ଜଲ୍ଦୀ ଏଭଳି ଘଟଣା କୁ ବିରୋଧ କରି ସେ ହଜାର ହଜାର ଭାଇ ଭଉଣୀ ଙ୍କ ନ୍ୟାୟ ପାଇଁ ଆମ ଛାତ୍ର ସଂଘ ରାଜ ରାସ୍ତା କୁ ଆସିବ...



ସୁରତ ର କୋଚିଙ୍ଗ ସେଣ୍ଟର୍ ରେ ଅଗ୍ନିକାଣ୍ଡ ଦ୍ଵାରା ପ୍ରାଣ ହରାଇଥିବା ୨୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଏବଂ ଆହତ ଛାତ୍ର ଛାତ୍ରୀ ମାନଙ୍କର ଆଶୁ ଆରୋଗ୍ୟ କାମନା କରି ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ତରଫରୁ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପ୍ରଦୀପ ପ୍ରଜ୍ବଳନ🙏🙏🙏

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget