ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ତରଫରୁ ସୁଭାଷ ବୋଷ ଜୟନ୍ତୀ ପାଳନ...
"ତୁମେ ମୋତେ ରକ୍ତ ଦିଅ,
ମୁଁ ତୁମକୁ ସ୍ୱାଧୀନତା ଦେବି।"
ଆଜାଦ୍ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ତଥା ମହାନ ସ୍ଵାଧୀନତା ସଂଗ୍ରାମୀ ଓଡିଶାର ବରପୁତ୍ର ତଥା ଆମ ସଂଗଠନର ଆଦର୍ଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ତରଫରୁ ଭୁବନେଶ୍ୱର ରସୁଲଗଡ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲୁ। ତାଙ୍କର ସାହସ, ତ୍ୟାଗ ଓ ଦେଶ ପ୍ରତି ସମର୍ପଣ ଭାବ ଆମ ପାଇଁ ସର୍ବଦା ପ୍ରେରଣାଦାୟୀ।
ଜୟ ହିନ୍ଦ