ଆଜ୍ଞା ଭଲ କରି ଦେଖନ୍ତୁ ଆମ ଓଡ଼ିଶା ରେ ଖାତା କେମିତି ଦେଖା ଯାଏ ଆଉ ସେ ପୁଣି ଓ.ଟି.ଇ.ଟି ପରୀକ୍ଷାରେ...
ହଜାର ହଜାର ପିଲା ମାନଙ୍କ ଭବିଷ୍ୟତ ସହିତ କେମିତି ଖେଳୁଛନ୍ତି ସରକାରୀ ବାବୁ ଆଉ ମନ୍ତ୍ରୀ ମାନେ 😢
ପ୍ରକୃତରେ ପିଲା ପାସ୍ କରିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ମାର୍କ ପାଇଁ ପିଲା ଫେଲ୍...
ବୋହୁତ ଜଲ୍ଦୀ ଏଭଳି ଘଟଣା କୁ ବିରୋଧ କରି ସେ ହଜାର ହଜାର ଭାଇ ଭଉଣୀ ଙ୍କ ନ୍ୟାୟ ପାଇଁ ଆମ ଛାତ୍ର ସଂଘ ରାଜ ରାସ୍ତା କୁ ଆସିବ...