ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଜମ୍ମୁ କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ପ୍ରାଣ ହରେଇଥିବା ୪୪ ଜଣ ଶହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଆହତ ହୋଇଥିବା ଯବାନ ଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଦୀପଦାନ ଏବଂ କ୍ୟାଣ୍ଡେଲ୍ ଶୋଭାଯାତ୍ରା ହୋଇଥିଲା।
ତା ସହିତ ଆତଙ୍କବାଦ୍ ସୃଷ୍ଟି କରୁଥିବା ଏବଂ ସୁରକ୍ଷା ଯୋଗାଉଥିବା ଗର୍ଦାର୍ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଗଲା।
ବହୁତ ବଡ଼ ଭୁଲ କରିଦେଇଛି ପାକିସ୍ତାନ ଏବେ ଆମ ଯବାନ ମାନେ ଆମର ଜବାବ ଦେବେ କଥାରେ ନୁହଁ ଗୁଳି ରେ...
ଭାରତ ମାତା କୀ ଜୟ.....
We want again a big surgical strike against Pakistan...
आज कैसे सोऊँ सुकून की नींद
मैं साहब......
सुकून से सुलाने वालों के तो
शव आ रहें हैं😥😥😥
जय हिंद
ଅମର ରହେ ମେରା ବିର୍ ଯବାନ୍...